ଚୋରି କରିଥିବା ୫ ଜଣ କୁ ଗିରଫ କଲା ବଡ଼ମାଲ ପୋଲିସ ।
ଝାରସୁଗୁଡ଼ା :(ସୁଭାଷ ସହାରେ):ଝାରସୁଗୁଡ଼ା ବଡ଼ମାଲ ଅଞ୍ଚଳ ରେ ୨୧ ତାରିଖ ଗଣେଶ ସାହୁଙ୍କ ଭଡା ଘରୁ ଜିନିଷ ପତ୍ର ଚୋରି ହୋଇଥିବାର ଅଭିଯୋଗ ବଡ଼ମାଲ ଥାନାରେ କରିବା ପରେ ବଡ଼ମାଲ ପୋଲିସ ଏକ ମାମଲା ୧୪୬/୨୦୨୦ ରୁଜୁ କରି ଚଢ଼ାଉ କରି ୫ ଜଣକୁ ଗିରଫ କରି ସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇଛି ।…