ସମ୍ବଲପୁର ର ଘରୋଇ ନର୍ସିଂ ହୋମ ସଞ୍ଜିବନି ହସ୍ପିଟାଲ ୫ ଦିନ ପାଇଁ ସିଲ୍
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ସହର ଫାର୍ମ ରୋଡ଼ ରେ ଥିବା ଘରୋଇ ନର୍ସିଂ ହୋମ ସଞ୍ଜିବନି ହସ୍ପିଟାଲ କୁ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସିଲ୍ କରିଦିଆଯାଇଛି l ଏହି ହସ୍ପିଟାଲ ରେ ୪ ଦିନ ତଳେ ଚିକିତ୍ସିତ ହୋଇ ଘରକୁ ଫେରି ଥିବା ଜଣେ ରୋଗୀ ଗୁରୁବାର କରୋନା…