ରାଜ୍ୟ ସରକାରଙ୍କ ସଟ ଡାଉନକୁ ଧର୍ମେନ୍ଦ୍ରଙ୍କ ସମର୍ଥନ
"ନିୟମ ମାନନ୍ତୁ, ପୋଲିସ ଓ ପ୍ରଶାସନକୁ ସହଯୋଗ କରନ୍ତୁ "
New Delhi/shasak prashasak : ତିନୋଟି ଜିଲ୍ଲାରେ ସଟ ଡାଉନକୁ ସମର୍ଥନ ଓ ସମୟଚିତ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାସ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ରାଜ୍ୟ ସରକାରଙ୍କ ସଟ ଡାଉନ …