ସୁନ୍ଦରଗଡ଼ ବିଜୁ ଜନତା ଦଳ ତରଫରୁ ଅସହାୟ ଲୋକଙ୍କୁ ରାସନ ଓ  ରନ୍ଧାଖାଦ୍ୟ ପ୍ୟାକେଟ ବଣ୍ଟନ 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :- ଦେଶର କରୋଣା ସଂକ୍ରମଣ ଭୁତାଣୁ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ପରିସ୍ଥିତି ରେ ଥିବାରୁ  ସୁନ୍ଦରଗଡ଼ ଜିଲ୍ଲାର ବିଜୁଜନତା ଦଳର  କର୍ମକର୍ତ୍ତା ମାନେ ଆଜି ସଦରବ୍ଲକ୍ ଅନ୍ତର୍ଗତ କିରେଇ ଗ୍ରାମପଞ୍ଚାୟତ ଗସ୍ତ କରି ସେଠାରେ ସରପଞ୍ଚ ଝରଣା ବାଘୁଆରଙ୍କ ସହିତ ସରକାରୀ…

ନିର୍ଭୀକ ସଂସ୍କାର ଆଣିବା ଉପରେ ଇଙ୍ଗିତ ଦେଲେ ପ୍ରଧାନମନ୍ତ୍ରୀ 

କୋଭିଡ-19 ମୁକାବିଲାର ଭବିଷ୍ୟତ ଯୋଜନା ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ • ଲକଡାଉନର ସୁଫଳ ମିଳିଛି, ଦେଢ଼ ମାସ ମଧ୍ୟରେ ରକ୍ଷା ହୋଇପାରିଛି ହଜାର ହଜାର ଜୀବନ  • “ଦୁଇ ଗଜ ଦୂରତା” ମନ୍ତ୍ର ସମୟର ଆହ୍ବାନ, ମାସ୍କ ବ୍ୟବହାର ଜୀବନର ଅଙ୍ଗ  • ରେଡକୁ ଅରେଞ୍ଜ ଓ…

କରୋନା ଯୁଦ୍ଧ :  ନିଷ୍ଠାର ସହ ସାମାଜିକ ଉତ୍ତରଦାୟିତ୍ୱ ତୁଲାଇ ଚାଲିଛି ନିଷ୍ଠା ପରିବାର 

 ବରଗଡ(ଶାସକ ପ୍ରଶାସକ)  :- କୋରୋନା ମହାମାରୀ ପାଇଁ ଆଜି ଦେଶ ସାରା ଲକଡାଉନ । ଯାହାଫଳରେ ମୁଖ୍ୟତଃ ରାସ୍ତାରେ ଯିବାଆସିବା କରଥିବା ଯାନବାହନ  ଚାଳକ , ଡାକ୍ତରଖାନା ମାନଙ୍କରେ ରହୁଥିବା ରୋଗୀ ଓ ସେମାନଙ୍କର ସହିତ ରହୁଥିବା ଲୋକଙ୍କ ଖାଇବା ପାଇଁ ବହୁତ ଅସୁବିଧା ହେଉଥିବାର ଦେଖିବାକୁ ମିଳୁଛି ।…

କଟକ ମେଡିକାଲରୁ ଫେରିଥିବା ୫ ଜଣଙ୍କୁ  ହୋମ କ୍ବାରେଣ୍ଟାଇନରେ

ବଙ୍ଗୋମୁଣ୍ଡା(ଖଗପତି)-ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ତୁରେକେଲା ପଞ୍ଚାୟତ ସାନଗମଡା ଗାଁ କୁ ଫେରିଥିବା ୫ଜଣକୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଛି । ଦୁଇ ମାସ ତଳେ  ସାନଗମଡା ଗ୍ରାମ ର ୫ ଜଣଙ୍କ ମଧ୍ୟରୁ ଜଣେ ମହିଳା ଦୁଇ ଜଣ ପୁରୁଷ ଓ ଦୁଇ ଜଣ ଶିଶୁ କନ୍ୟା ଚିକିତ୍ସା ଉଦ୍ଦେଶ୍ୟରେ କଟକ…

ଅଣ୍ଡା ଖାଇବାକୁ ଆସି ଧରାପଡିଲା ୬ଫୁଟିଆ ନାଗସାପ

ବାରିପଦା(ଦିଲ୍ଲୀପ ମହାନ୍ତି)- ଅଣ୍ଡା ଚୋରାଇ ଖାଇବାକୁ ଆସିଥିବା ବେଳେ ଧରାପଡିଲା ୬ ଫୁଟିଆ ନାଗସାପ । ଏମିତି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ କାଠଶିରିଷି ଗାଁର କାହ୍ନୁଚରଣ ମିଶ୍ରଙ୍କ ଘରେ । କାହ୍ନୁଚରଣଙ୍କ ଘର ପାର୍ଶ୍ଵରେ  ରହିଥିବା…

୭୦ ଲିଟର ଚୋରା ମହୁଲି ମଦ ଜବତ,୨ ଜଣ ଗିରଫ

ବାରିପଦା/ଦିଲ୍ଲୀପ ମହାନ୍ତି - ଲକ ଡାଉନ ସମୟରେ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଥିବାରୁ ଚୋରା ମଦ ବେପାରୀମାନଙ୍କ ନିମନ୍ତେ ସୁନେପେ ସହାଗା ସଦୃଶ୍ୟ ହୋଇଛି । କିଛିଦିନ ମଧ୍ୟରେ କେତେକ ଚୋରା ମଦବେପାରୀକୁ ପୋଲିସ ଧରିବାରେ ସଫଳ ହୋଇଛି।ସେହିପରି ନିଜ ଘରେ ବିପୁଳ ପରିମାଣର ଚୋରା ମହୁଲି…

ପଂଚାୟତକୁ ଭୁତାଣୁ ଆତଙ୍କ ମୁକ୍ତ ରଖିବାକୁ ଅଂଟା ଭିଡିଛନ୍ତି କୋରୋନା ଯୋଦ୍ଧା ଯମୁନା 

ବେଲପଡା/ବନମାଳୀ ନାଏକ: ଧୁମାଭଟା-ସାରା ଭାରତ ବର୍ଷରେ କୋରୋନା ମହାମାରୀ ନିଜ କାୟା ବିସ୍ତାର କରିଚାଲିଛି ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇକି ମୁଖ୍ୟମନ୍ତ୍ରୀ  ତତ୍ ସହିତ ସରପଞ୍ଚମାନେ ମଧ୍ୟ ଏ କୋରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଥିବା ଦେଖାଯାଉଛି ଏବଂ ନିଜ ପଞ୍ଚାୟତ କୁ ୧ ନଂ କୋରୋନା ଫ୍ରୀ…

ସରକାରୀ ଟଙ୍କା ବ୍ୟକ୍ତିଗତ ଆକାଉଣ୍ଟରେ

ଦୁଇ ଜଣ କର୍ମଚାରୀ ନିଲମ୍ବିତ, ୬ ଜଣଙ୍କ କର୍ମଚାରୀ ନାମରେ ଥାନାରେ ମାମଲା  ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ୨୦୧୬-୧୭, ୧୭-୧୮ ଓ ୧୯-୨୦ ଆର୍ଥିକ ବର୍ଷରେ ହିତାଧିକାରୀମାନଙ୍କ ଭତ୍ତା ଟଙ୍କା   ବେଣୁଧର ମହାନ୍ତଙ୍କ…

ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ପର୍ବ ସମ୍ପନ୍ନ 

http://www.youtube.com/watch?v=7_rXeTXSGCw ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ପରମ୍ପରାନୁସାରେ ସମ୍ବଲପୁରର ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ପର୍ବ ପବିତ୍ର ଅକ୍ଷୟ ତୃତୀୟା ଦିନ ଶୁଭ  ଗୋଧୂଳୀ ଲଗ୍ନରେ ସମ୍ପନ୍ନ ହୋଇଛି l ଶଙ୍ଖ, ଘଣ୍ଟ ଓ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ…

ସଂଗରୋଧ ୱାର୍ଡ ବୁଲି ପ୍ରସ୍ତୁତି ଅନୁଧ୍ୟାନ କଲେ ବିଧାୟକ

ପାଟଣାଗଡ ରୁ ବିମଳ କୁମାର ବାଗ :କରୋନା ଭୟାଭୟତାକୁ ଦେଖି କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ତାଲାବନ୍ଦ ପଡିଛି। ସଙ୍କଟର ସମୟରେ ଡାକ୍ତର, ପୋଲିସ, ସାମ୍ବାଦିକ, ସ୍ବେଚ୍ଛାସେବୀ, ବିଦ୍ୟୁତ ବିଭାଗ କର୍ମଚାରୀ, ସଫେଇ କର୍ମଚାରୀ ଓ ସାଂସଦ, ବିଧାୟକମାନେ କରୋନା ମୁକାବିଲା ପାଇଁ ଅଣ୍ଟା…