ରାହୁଲ ପି ଆର ଝାରସୁଗୁଡା ନୂଆ ଏସପି

ଭୁବନେଶ୍ୱର( ଶାସକ ପ୍ରଶାସକ) :୨୦୧୩ ବ୍ୟଚ ଆଇପିଏସ ଅଫିସର ରାହୁଲ ପି ଆର ଝାରସୁଗୁଡା ଏସପି ଭାବେ ନିଯୁକ୍ତ ହୋଇଛନ୍ତି । ସେ ଏହି ନୂତନ ନିଯୁକ୍ତି ପୂର୍ବରୁ ସମ୍ପ୍ରତି ଏସପି ସିଆଇଡି-ସିବି (ସ୍ପେସିଆଲ ଟାସ୍କ ଫୋର୍ସ) ରହିଥିଲେ । ଝାରସୁଗୁଡା ଏସପି ପଦବୀ ଅବସର କାରଣରୁ ଶୂନ୍ୟ ଥିଲା ।

ଜୟଜବାନ କ୍ଳବ ଓ ଜଟାଧାରୀ କ୍ଳବର ଯୁବଗୋଷ୍ଠୀଙ୍କ ଦ୍ବାରା ଅସହାୟଙ୍କ ଶୁଖିଲା ଖାଦ୍ୟ ବଣ୍ଟନ ।

ପଦ୍ମପୁର-କରୋନାକୁ ଦମନ ପାଇଁ ସାରା ଦେଶରେ ତାଲା ବନ୍ଦ । ପ୍ରଥମ ପର୍ଯ୍ୟାୟ ତାଳାବନ୍ଦ ପରେ ଏବେ ପୁଣି ଦ୍ବିତୀୟ ପର୍ଯ୍ୟାୟ ତାଳାବନ୍ଦ ଜାରି ରହିଛି । ଏହି ତାଲା ବନ୍ଦ ଗରିବ ଖଟିଖିଆ ତଥା ଦୈନିକ କାମକରି ଚଳୁଥିବା ଲୋକଙ୍କ ପାଇଁ ଏକ କାଳ ସଦୄଶ୍ୟ ହୋଇଯାଇଛି । ଗରିବ ଅସହାୟ ଲୋକ ବହୁ କଷ୍ଟରେ…

କୃଷକ ସଙ୍ଗଠନ ର ଧମକ୍ ପରେ ଚେଇଁ ଉଠିଲା ପ୍ରସାଶନ

ବେଲପଡ଼ା/ବନମାଳୀ ନାଏକ - ବେଲପଡ଼ା ବ୍ଲକ ଧୁମାଭଟା ପଞ୍ଚାୟତ ର ପାଖା ପାଖ୍ ୨୦୦୦ ହେକ୍ଟର ଚାଷ ଜମିରେ ଏଥର ରବି ଫସଲ ହୋଇଛି  । ଓସ୍ତାଲି ଡେମ୍ ଯୋଗୁୁଁ ଜଲସେଚନ ବ୍ୟବସ୍ଥା ଥିବାରୁ ଚାଷ ହେଇଛି , ଧାନ ଚାଷ କରି ଚାଷି ନିଜ ଗୁଜୁରାଣ ମେଣ୍ଟେଇବ ଭାବିଥିଲା ।କିନ୍ତୁ ହଠାତ୍ ଏବର୍ଷ କରାମାଡ଼…

ସ୍ୱାସ୍ଥ୍ୟ କର୍ମଚାରୀ, ପୋଲିସ ଓ ସାମ୍ବାଦିକଙ୍କୁ ମାସ୍କ, ସାନିଟାଇଜର, ଗାମୁଛା ଓ ଗ୍ଳୋବସ ବଂଟନ

ଓଡ଼ଗା(ଶ୍ରୀକାନ୍ତ ମିଶ୍ର) : ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଜୀବନକୁ ବାଜି ଲଗାଇ ଅସିମ ଧର୍ଯ୍ୟର ସହ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପୋଲିସ ଓ ସାମ୍ବାଦିକ ମାନଙ୍କୁ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟ କରୁଥିବା ଜାତୀୟ ସ୍ତରୀୟ ଅଗ୍ରଣୀ…

ନୟାଗଡ଼ ଜିଲ୍ଲାପାଳଙ୍କ ସଙ୍ଗରୋଧ ଗୃହ ପରିଦର୍ଶନ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) :  ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଆଜି ଓଡ଼ଗାଁ ବ୍ଳକ ଗସ୍ତରେ ଆସି ବିଭିନ୍ନ ପଂଚାୟତରେ ପ୍ରସ୍ତୁତ ହୋଇଥିବା ସଙ୍ଗରୋଧ ଗୃହ ପରିଦର୍ଶନ କରିଥିଲେ । ରଙ୍ଗଣୀପାଟଣା ରୋହିବାଙ୍କ, କୋମଣ୍ଡ, ଗିରିଡିପଲ୍ଲୀ, ସୁନାମୁହିଁ ପଂଚାୟତର ସଙ୍ଗରୋଧ ଗୃହରେ ପାନୀୟଜଳ,…

ଆଉ 7 କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ପହଁଚିଲା 118

 ଭୁବନେଶ୍ୱର(ଶାସକ ପ୍ରଶାସକ)ଆଜି ଆଉ ନୂଆ ୭ କରୋନା ପଜିଟିଭ ଚିହ୍ନଟ ହେବ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ ଛୁଇଁଛି ଆଜି ସକାଳର ପ୍ରଥମ ଅପଡେଟ ସୁଦ୍ଧା । ଆଜି  ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୪ ସୁନ୍ଦରଗଡ଼ ଓ ୩  ଭଦ୍ରକ ଅଂଚଳର। ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ…

ନୂଆପଡାରେ କୋଭିଡ କେୟାର ସେଣ୍ଟର ଲୋକାର୍ପିତ

ଘରୋଇ ଅନୁଷ୍ଠାନ ଓହରିହିବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲିବ ଏହି  କୋଭିଡ କେୟାର ସେଣ୍ଟର ନୂଆପଡା/ଅମିତ ପୁରୋହିତ : ନୂଆପଡା ଜିଲାରେ କୋରୋନା ମୁକାବିଲା କରିବା ପାଇଁ ଆଜି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଜିଲାପାଳ ମଧୁସ୍ମିତା ସାହୁ ଙ୍କ କରକମଳରେ ଲୋକାର୍ପିତ  ହୋଇଯାଇଛି ।…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଛାତ୍ର ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକଙ୍କ ପକ୍ଷରୁ ୧୧ ହଜାର ଟଙ୍କା ପ୍ରଦାନ

ବାରିପଦା(ଦିଲ୍ଲୀପ ମହାନ୍ତି)-  କରୋନା ମୁକାବିଲା ନିମନ୍ତେ ଓଡ଼ିଶା ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ସୁନୀଲ କୁମାର ନାୟକ ନିଜସ୍ୱ ବ୍ୟକ୍ତିଗତ ରୋଜଗାରରୁ ୧୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ନବୀନଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଜିଲ୍ଲା ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ…

ସୋହେଲା ଠିକାଦାର ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦୁଇ ଲକ୍ଷ ଏକାଅସି ହଜାର ଟଙ୍କା ପ୍ରଦାନ

ସୋହେଲା/ଶାସକ ପ୍ରଶାସକ  :- କୋରୋନା ମହାମରୀର ମୁକାବିଲା କରିବା ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ , ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ସହାୟତା ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ । ଯାହାର ପ୍ରଭାବ ଦେଖିବାକୁ ମିଲୁଛି । ବହୁ ବ୍ୟକ୍ତି , ଅନୁଷ୍ଠାନ ଏହି ଘଡିସନ୍ଧି…

ପାଇକମାଲ ରେ ଉପଜିଲ୍ଲାପାଳ:ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା

ଚାଲି ଚାଲି ଦୋକାନରୁ ଦୋକାନ ବୁଲିଲେ ଓ ଦୋକାନୀଙ୍କୁ ତାଗିଦ କଲେ  ଅସହାୟ ପରିବାରଙ୍କ ପାଖରେ ପହଂଚାଇଲେ  ପନ୍ଦର ଦିନ ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ  ବରଗଡ :- କୋରୋନା ପାଇଁ ଗତ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ସାରା ଦେଶ ଲକଡାଉନ । ଦେଶ ସାରା କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ କୁ ଛାଡିଦେଲେ…