ମଇ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ରବିଧାନ ସଂଗ୍ରହ କାର୍ଯ୍ୟ

 ଧାନ ସଂଗ୍ରହରେ ସାମାଜିକ ଦୂରତ୍ୱ ଓ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବରେ ପାଳନ କରାଯିବ  ଭୁବନେଶ୍ୱର(ଶାସକ ପ୍ରଶାସକ ):  ରାଜ୍ୟରେ ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ମଇ ମାସ ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଯାଉଛିା କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍-୧୯) ପରିସ୍ଥିତିରେ ସାମାଜିକ ଦୂରତ୍ୱ…

ବାରିପଦା ସହରରେ ପୁଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି , ୩୪ ହଜାର ୨ଶହ ଟଙ୍କା ଫାଇନ କଟା ଗଲା

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ପୁଲିସ ପକ୍ଷରୁ  ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି ଏବଂ ଏହି ସମୟରେ ନିୟମ ଭଙ୍ଗକାରୀମାନଙ୍କ ନିକଟରୁ ମୋଟ ୩୪ ହଜାର ୨ ଶହ ଟଙ୍କା ଫାଇନ କଟାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି…

ନୂତନ ତିନି  ଜିଲ୍ଲାରେ କରୋନା ପଜିଟିଭ  ବାହାରିଲା ପରେ ଚେତିଲା ମୟୂରଭଞ୍ଜ ଜିଲ୍ଲାପ୍ରଶାସନ

  ବାରିପଦା(ଦିଲ୍ଲୀପ ମହାନ୍ତି )- ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡ଼ାଉନ ଜାରି ରହିଛି । ଜିଲ୍ଲାରେ କରୋନା ପଜିଟିଭ ବାହାରି ନ ଥିବା କାରଣରୁ  ଗ୍ରୀନ ଜୋନରେ ରହିଛି ଏବଂ ଲକ୍ ଡ଼ାଉନ ନିମନ୍ତେ ଜାରି କରାଯାଇଥିବା ମାଗଦର୍ଶୀକାରେ କୋହଳ କରାଯାଇଛି । କିନ୍ତୁ, ଲକ୍…

ଉପଜିଲ୍ଲାପାଳ ଧରିଲେ ୧୦ କେଜି ଗଞ୍ଜେଇ, ବାଣ୍ଟିଲେ ଅସହାୟ ମହିଳାଙ୍କୁ ଶୁଖିଲା ଖାଦ୍ୟ

 ବରଗଡ :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦରୁଆନ ବୁଧବାର ସନ୍ଧ୍ୟାରେ ପଦ୍ମପୁର ନିକଟସ୍ଥ ବରୀକେଲ ଗ୍ରାମରେ ଲକଡାଉନ ଅବସ୍ଥା ତଦାରଖ କରୁଥିବା ସମୟରେ ଏକ ବାଇକ କୁ ଅଟକାଇ ମାକ୍ସ ଯାଞ୍ଚ କରୁଥିବା ସମୟରେ ବାଇକ ଚାଳକ ଓ ବାଇକରେ ବସିଥିବା ଅନ୍ୟ ଜଣେ ଲୋକର ଅବସ୍ଥା ଦେଖି ଉପଜିଲ୍ଲାପାଳଙ୍କୁ ସନ୍ଦେହ…

ବୁଗୁଡା ଅଞ୍ଚଳ ଜନସାଧାରଣ ଆଶ୍ୱସ୍ତ, କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ

ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା::ଭୁବନେଶ୍ୱର ବମୀଖାଲ ଅଞ୍ଚଳରୁ ଫେରିଥିବା ବୁଗୁଡା ବ୍ଲକ ଗୁଡିପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧ ଗୃହରେ ଥିବା ବେଳେ ଭୀଷଣ ଜ୍ଵର ଓ କାଶ ହେବା ସହ କରୋନା ଲକ୍ଷଣ ଦେଖାଯିବା ଯୋଗୁଁ ଗତ ୨୬ ତାରିଖରେ ତାଙ୍କୁ…

ଯୁବ ବିଜେଡି ସମ୍ପାଦକଙ୍କ ନେତୃତ୍ୱରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଭୁବନେଶ୍ୱର/ ଶାସକ ପ୍ରଶାସକ : ସଂପ୍ରତି କରୋନା ମହାମାରୀ ସମୟରେ ତାଲାବନ୍ଦ ଯୋଗୁଁ ରକ୍ତ ଅଭାବକୁ ଦୃଷ୍ଟି ରେ ରଖି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମଗ୍ର ଓଡ଼ିଶାର ଜନସାଧାରଣ ତଥା ବିଜୁ ଜନତା ଦଳର ଅଗଣିତ ନେତୃବୃନ୍ଦ ଏବଂ କର୍ମୀମାନଙ୍କୁ ସ୍ବେଚ୍ଛାକୃତ ରକ୍ତ ଦାନ…

ରାସ୍ତା ମଝିରେ ପରିତ୍ୟକ୍ତ ବୋରୱେଲର ପାଇପ୍ , ପ୍ରତିଦିନ ଘଟୁଛି ଛୋଟବଡ଼ ଦୁର୍ଘଟଣା

ପୋଲସରା /   ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପୋଲସରା ଏନ୍.ଏ.ସି. ର ମୁଖ୍ୟ ସଡ଼କ ସମେତ ପ୍ରତ୍ୟେକ ଓ୍ବାଡ଼ ସଡ଼କର ସୌନ୍ଦର୍ଯ୍ୟକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ପୋଲସରା ଏନ୍.ଏ.ସି. ର ମୁଖ୍ୟ ସଡ଼କରୁ ୧୨ ନଂ ଓ୍ବାଡ଼ ସୁବୁଦ୍ଧି ସାହି , ଧୋବା ସାହି ଓ ବଡ ହରିଜନ ସାହିର…

ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ : ମୁଖ୍ୟମନ୍ତ୍ରୀ

   ସାହସର ସହ ସତର୍କ ରୁହନ୍ତୁ, ସହଯୋଗ କରନ୍ତୁ ବୋଲି ନିବେଦନ କଲେ ମୁଖ୍ୟମନ୍ତ୍ରୀ  Bhubaneswar(shasak prashasak) : କରୋନା ଜନିତ ଲକ ଡାଉନ ଆଉ ଆଗକୁ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଆଗମନ ପରିପ୍ରେକ୍ଷୀରେ  ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି…

ପଦ୍ମପୁର ସୁନ୍ନି ମୁସଲିମ ଜମାତ ତରଫରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ସହଯୋଗ ରାଶି ପ୍ରଦାନ ।

ପଦ୍ମପୁର- ସାରା ବିଶ୍ବ ଏକ ଅଦୄଶ୍ୟ ଶକ୍ତି ସହ ଲଢେ଼ଇ କରୁଛି । କରୋନା ଭୂତାଣୁ ଯୋଗୁଁ ଭାରତରେ ଦ୍ବିତୀୟ ପର୍ଯ୍ୟାୟ ତାଳାବନ୍ଦ ଜାରି ରହିଛି । କରୋନା ଯୋଗୁଁ ସାରା ଭାରତ ଏକ ଦୟନୀୟ ଅବସ୍ଥାରେ ଗତି କରୁଛି । ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ ମାନେ ଏହି କରୋନା ମହାମାରୀ ସହ ଲଢେଇ ପାଇଁ…

ଲକଡାଉନରେ ଫସି ରହି ଥିବା ଲୋକଙ୍କୁ ରାସନ ବଣ୍ଟନ ବାଣ୍ଟିଲା ରେଙ୍ଗାଲି ଟାଇଗର ଗୃପ 

http://www.youtube.com/watch?v=CM5bn0NLjPs  ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ରେଙ୍ଗାଲି ଟାଇଗର ଗୃପ ର ମୁଖ୍ୟ ଚିନ୍ତାମଣି ବାଗ,ଚିତ୍ତରଞ୍ଜନ ବାଗଙ୍କ ତତ୍ତ୍ବାବଧାନରେ ରେଙ୍ଗାଲି ଶିଳ୍ପ କରିଡରକୁ କାମ କରିବାକୁ ଆସି ଲକଡାଉନ ପରେ ଫସି ରହିଥିବା…