ଲକ ଡାଉନ-ସଟ ଡାଉନ ସମୟ ରେ କୋରଡା ମାଡ !

ପଦ୍ମପୁର:- କରୋନା ମହାମାରୀ ପାଇଁ ପର୍ଯ୍ୟାୟ କ୍ରମେ କେନ୍ଦ୍ର ଓ ରାଜ୍ୟସରକାର ଲକ ଡାଉନ ସମେତ ବିଭିନ୍ନ ଦିଗକୁ ଦେଖି ଜନଜୀବନ ରକ୍ଷା ଉଦ୍ଦେଶ୍ୟ ରେ ସଟଡାଉନ ଘୋଷଣା ସ୍ୱାଗତଯୋଗ୍ୟ ପଦଯେପ ମାନ ନେଇଚାଲିଛନ୍ତି । ହେଲେ ନିରିହ ଗରିବ ଖଟିଖିଆ ଦିନ ମଜୁରିଆ କାମ ଧନ୍ଦା ନ ପାଇ ବର୍ତମାନ ସର୍ବଶାନ୍ତ…

ଜଗନ୍ନାଥ ଆମକୁ ବଞ୍ଚାଅ : ତଥାଗତ ସତପଥୀ

ଭୁବନେଶ୍ୱର : ବିଭିନ୍ନ ସମୟରେ ନିଜର ଶାଣିତ ମନ୍ତବ୍ୟ ପାଇଁ ଚର୍ଚାରେ ରହିଆସିଥିବା ଲୋକପ୍ରିୟ ଦୈନିକ ଖବରକାଗଜ ଧରିତ୍ରୀର ସମ୍ପାଦକ ତଥା ବିଜେଡିର ପୂର୍ବତନ ସଂସଦ ତଥାଗତ ସତପଥୀ ଏବେ ଉଠାଇଛନ୍ତି ଏକ ସମ୍ବେଦନଶୀଳ ପ୍ରସଙ୍ଗ | କିଛି ଦିନ ତଳେ ସୁନ୍ଦରପଡ଼ାର ଜଣେ ଗରିବ ଲୋକଙ୍କ ବିଦ୍ୟୁତ ବିଲ ୬…

ପ୍ରଶାସନର ବାଉଳା ତଥ୍ୟରେ ଲୋକେ କନଫ୍ୟୁଜ : ସ୍ଥାନୀୟ ସଂସ୍ପର୍ଶ ୧୧ ନା ୧୩ 

ମୟୂରଭଞ୍ଜ :  ଆଜି ପୁଣି  ୧୩ ନୂଆ ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୬୫୧କୁ ବୃଦ୍ଧି   ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ଜିଲ୍ଲାର ଉଦଳା ବ୍ଲକ ଖଲାଡ଼ି ପଞ୍ଚାୟତ କଇଁସାରୀ ଅଞ୍ଚଳରୁ- ୧, ଶାମାଖୁଣ୍ଟା ବ୍ଲକ ପାଇକବସା ଅଞ୍ଚଳରୁ-୧, କରଞ୍ଜିଆ ବ୍ଲକ ବଡ଼ଦେଉଳି ଅଞ୍ଚଳରୁ-୧, ଶୁକୃଳି ବ୍ଲକର…

ନୂଆ ୯୭ ଆକ୍ରାନ୍ତଙ୍କ ସହ  କରୋନା ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୧୪୦୧ ରେ : ଜିଲ୍ଲାପାଳ ଅନୁପମ ସାହା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୯୭ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ୍ ଇସ୍ତହାର ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ଜିଲ୍ଲାର ପାରଳାଖେମୁଣ୍ଡିରୁ ୫୮ ଜଣ , ରାୟଗଡ ବ୍ଳକରୁ ୫ ଜଣ , ଗୁମ୍ମା…

ରାଜ୍ୟରେ ୨୯ ଜିଲ୍ଲାରୁ ୧୪୯୯  ଜଣ ଚିହ୍ନଟ 

ଗଂଜାମ ୩୬୮ ଜଣ, ଖୋର୍ଦ୍ଧା ୨୧୪, ଗଜପତି ୯୭, ଢେଙ୍କାନାଳ ୯୨, କୋରାପୁଟ ୮୧, ସୁନ୍ଦରଗଡ ୭୫, ନୟାଗଡ ୬୭  ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୨୯  ଜିଲ୍ଲାରୁ ୧୪୯୯  ଜଣ ଚିହ୍ନଟ  ହୋଇଛନ୍ତି  | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନ ସେଂଟରରୁ ୯୧୪  ଜଣ ଚିହ୍ନଟ ହୋଇଥିବା ବେଳେ ୫୮୫  ଜଣ…

ଆଜି ୫୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ୭୭୯ 

 ଦିନକରେ ସର୍ବାଧିକ ୬ ,୪୨ ,୫୮୮ ନମୁନା ପରୀକ୍ଷା ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୫,୦୭୯ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୭୭୯  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୬,୩୮,୮୭୧  ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୫,୪୫,୩୧୮ …

ମୟୂରଭଞ୍ଜ :ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା(ଦିଲ୍ଲୀପ ମହାନ୍ତି )- ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ଅଭିଯୋଗ ଆଣି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।  ସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ…

ଭବିଷ୍ୟତ ରେ ଡାକ୍ତର ହେବି:ସ୍ମୃତିସୁଧା ପ୍ରିୟଦର୍ଶନୀ

ହାଟଡିହି (ଶାସକ ପ୍ରଶାସକ) : ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-2020 ଫଳ ପ୍ରକାଶ ପାଇଛି l  ଏହି ପରୀକ୍ଷାରେ ଆନନ୍ଦପୁର ବ୍ଲକ ଅନ୍ତର୍ଗତ   ପାତାଳଶୁଣି ଉଚ୍ଚ ବିଦ୍ୟାଳୟ, ଜଙ୍ଘାର-ବାଙ୍ଖିଡି, ଅଧିନରେ ଶିକ୍ଷାରତ ସ୍ମୃତିସୁଧା ପ୍ରିୟଦର୍ଶନୀ ବେହେରା ସର୍ବୋଚ୍ଚ 521 …

ଗୋ ଚାଲାଣ ରୋକିଲେ ଗ୍ରାମବାସୀ: ୪୨ ଗାଈ ଉଦ୍ଧାର, ୫ ଗିରଫ, କନଟେନର ଜବତ

ସମ୍ବଲପୁର-(ରମାକାନ୍ତ ବିଶ୍ବାଳ): ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଅମାପାଲି ଗ୍ରାମରୁ କୋଲକତାକୁ ଗୋ ଚାଲାଣ ହେଉଥିବା ସମୟରେ ଗ୍ରାମବାସୀମାନେ ଏହାକୁ ରୋକିବାରେ ସଫଳ ହୋଇଛନ୍ତି । ଗାଈ ଚାଲଣ କରୁଥୁବା ଅଭିଯୁକ୍ତ ଓ ଗାଡିକୁ ଗ୍ରାମବସୀ ମାନେ ଅଟକ ରଖି ରେଙ୍ଗାଲି ପୁଲିସକୁ ଖବର…

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ର ୬୭ ବର୍ଷିୟ  ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ପାଇଁ ଗୁରୁବାର  ଦୁଃଖଦ ଖବର ନେଇ ଆସିଛି ମହାମାରୀ କରୋନା l ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ର ୬୭ ବର୍ଷିୟ  ପ୍ରଥମ କରୋନା ରୋଗୀ ଙ୍କ ମୃତ୍ୟୁ ହୋଇଛି  l ଏନେଇ ସରକାରୀ ସ୍ତରରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l  ଉକ୍ତ…