୧୨ବର୍ଷର ଝିଅକୁ ଦୁଷ୍କର୍ମ କଲେ ୬୦ବର୍ଷୀୟ ବୃଦ୍ଧ : ଦୁଷ୍କର୍ମ ପରେ ଘଟଣା ସଂପର୍କରେ ନକହିବାକୁ ପୀଡ଼ିତାଙ୍କୁ ଦେଲେ …

ଅନୁଗୁଳ (ଶାସକ ପ୍ରଶାସକ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ହିଙ୍ଗଣ୍ଡଳ ଗାଁରେ  ୧୨ ବର୍ଷର ନାବାଳିକାଙ୍କୁ ସେହି ଗ୍ରାମର ୬୦ ବର୍ଷ ବୟସ୍କ ବୃଦ୍ଧ ଦୁଷ୍କର୍ମ କରିଥିବା  ଅଭିଯୋଗ ହୋଇଛି । ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । ଗାଁ କମିଟି ନିଷ୍ପତ୍ତି ପରେ ଗ୍ରାମବାସୀ ନ୍ୟାୟ ପାଇଁ…

କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ: ଜିଲ୍ଲାରେ ୧୬୩ ପଜିଟିଭ

ନୂଆପଡା(ଅମିତ ପୁରୋହିତ) : କରୋନା ଯୋଦ୍ଧା ସାଜିଥିବା ନୁଆପଡା ପୋଲିସ ଆଜି କରୋନା କବଳରୁ ନିଜକୁ ରକ୍ଷା କରିପାରି ନାହିଁ । ୪୦ ଜଣ ପୋଲିସ କର୍ମୀଙ୍କ ଶରୀରରେ କରୋନା ସଂକ୍ରମଣର ସୂଚନା ମିଳିଛି । ସୂଚନା ମିଳିବା ପରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ତଥା ଥାନାକୁ କଣ୍ଟେନମେଣ୍ଟ ଜୋନ ମହିସାବରେ…

ଏନ.ଏ.ଏଫ.ସି.ସି ଯୋଜନା ଦିଗହରା ଆଶାୟୀ ଚାଷୀ ନିରାଶ

ନୂଆପଡା(ଅମିତ ପୁରୋହିତ) ; ଶୁଷ୍କ ମରୁଡି ପ୍ରବଣ ଜିଲ୍ଲା କୁ ସବୁଜ ଓ ଚାଷୀ ମାନଙ୍କ ଆର୍ଥିକ ମେରୁଦଣ୍ଡ କୁ ସୁଦୃଢ କରିବା ନିମନ୍ତେ ନୂଆପଡା ଜିଲାରେ କୋଟି କୋଟି ଟଙ୍କା ବ୍ୟାୟରେ ଜଳବାୟୁ ପରିବର୍ତ୍ତନ ପାଣ୍ଠି ବିନିଯୋଗ କରାଯାଇଛି ସତ କିନ୍ତୁ ଚାଷୀଙ୍କ ଉନ୍ନତି ହେବା ବଦଳରେ ଏବେ ଅବନତି ହେବାର…

ଗଜପତିରୁ ଆଜି ପୁଣି ନୂଆ ୧୦୮ ଟି କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାପାଳ ଅନୁପମ ସାହା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୧୦୮ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ୍ ଇସ୍ତହାର ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ।  ସେମାନଙ୍କ ମଧ୍ୟରୁ ଜିଲ୍ଲାର ପାରଳାଖେମୁଣ୍ଡିରୁ ୬୮ ଜଣ , ରାୟଗଡ ବ୍ଳକରୁ ୯ ଜଣ ,…

ରାଜ୍ୟରେ ୨୯ ଜିଲ୍ଲାରୁ ୧୬୦୨  ଜଣ ଚିହ୍ନଟ 

ଗଂଜାମ ୩୦୮ ଜଣ, ଖୋର୍ଦ୍ଧା ୨୮୫ , ରାୟଗଡାରୁ ୧୬୪ ଓ ଗଜପତିରୁ ୧୦୮ ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୨୯  ଜିଲ୍ଲାରୁ ୧୬୦୨ ଜଣ ଚିହ୍ନଟ  ହୋଇଛନ୍ତି  | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନ ସେଂଟରରୁ ୯୯୩  ଜଣ ଚିହ୍ନଟ ହୋଇଥିବା ବେଳେ ୬୦୯  ଜଣ ଚିହ୍ନଟ ହୋଇଛନ୍ତି | ରାଜ୍ୟରେ ମୋଟ…

ଆଜି ୫୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ  ୭୬୪ 

 ନମୁନା ପରୀକ୍ଷା କମିଛି, ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି  ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୭,୧୧୭  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୭୬୪   ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୬,୯୫,୯୮୮   ହୋଇଥିବା ବେଳେ ସକ୍ରିୟ ଅଛନ୍ତି…

ଅନ୍ଧାରରୁ ଆଲୁଅକୁ ହାତଧରି ବାଟ କାଢିନେଇଥିଲେ ପ୍ରଭାକର 

କାଲି ହୋଟେଲ ଢାବାରେ କାଟୁଥିଲେ ପରିବା, ପୋଛୁଥିଲେ ଟେବୁଲ ଆଉ ମାଜୁଥିଲେ ବାସନ ଆଜି ସେମାନେ ପାଠପଢି ସଫଳତାର ସହ ମାଟ୍ରିକ ପରୀକ୍ଷାରେ ହେଲେ ଉତ୍ତୀର୍ଣ  କାଲିର ଶିଶୁ ଶ୍ରମିକ ଆଜି ୬୦%ରୁ ଅଧିକ ମାର୍କ ରଖି ଡେଇଁଲେ ଦଶମ ଶ୍ରେଣୀ  ହେଲେ ସଫଳତାର ରାସ୍ତାରେ ପାଦ…

ସନ୍ଧ୍ୟା ୭ ଟାରୁ ସକାଳ ୫ ଟାପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ :  ଜାରି ରହିବ ସପ୍ତାହାନ୍ତ ସଟଡ଼ାଉନ

ଅଗଷ୍ଟ-୧ ଓ ୨ ଦିନ ଗୋଟାଏ ପର୍ଯ୍ୟନ୍ତ ସଟଡ଼ାଉନ କୋହଳ ବାରିପଦା (ଦିଲ୍ଲୀପ ମହାନ୍ତି ) : ରାଜ୍ୟ  ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଦେ୍ର୍ଧଶାନୁସାରେ କୋଭିଡ୍-୧୯ ସଂକ୍ରମଣକୁ  ପ୍ରତିରୋଧ ଉଦେ୍ଧଶ୍ୟରେ ଲକ୍ଡାଉନ୍ (ଅନଲକ – ୩) ସମୟ ଚଳିତ…

ଆଜି ୫୬ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ସହିତ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୯୮ l

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲାରେ ଆଜି ୫୬ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ସହିତ ମୋଟ ଆକ୍ରାନ୍ତ ଙ୍କ ସ°ଖ୍ଯା ୩୯୮ ରେ ପହଞ୍ଚିଛି । ଆଜି ଦିନକ ମଧ୍ୟରେ ଚିହ୍ନଟ ହୋଇଥିବା ୫୬ ଜଣଙ୍କ ମଧ୍ୟରୁ କେବଳ ମାତ୍ର ୧ ଜଣ  ରେଢ଼ାଖୋଲର ହୋଇଥିବା ବେଳେ  ବାକି ସବୁ ୫୫ ଯାକ ମାମଲା…

କୋଭିଡ ମାର୍ଗଦର୍ଶିକା ଉଲ୍ଲଙ୍ଘନରେ ବିଜେପି ସକ୍ରିୟ: ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡିଶାର ବିଜେପି ନେତାମାନେ କୋଭିଡ ମାର୍ଗଦର୍ଶିକା ପାଳନରେ ସହଯୋଗ କରିବା ବଦଳରେ ସକି୍ରୟ ଭାବେ ଏହାକୁ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି । ଅବସ୍ଥା ଏଭଳି ହୋଇଛି ଯେ ବିଜେପି ନେତାମାନେ ଏବେ ଟିଭିରେ ମୁହଁ ଦେଖାଇବା ପାଇଁ ପ୍ରତିଯୋଗିତା ଚଳାଇଛନ୍ତି । ଏଭଳି…