ଜୁଆ ଖେଳ:ଲକ୍ଷାଧିକ ଟଙ୍କା ସହ ୧୭ ଜଣ ଗିରଫ କଲା ଟାଉନ ଥାନା ପୋଲିସ.
ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା ସହର ସ୍ଥିତ ପାହାଡ଼ି ମନ୍ଦିର ଛକ ରାସ୍ତା ଉପରେ ଥିବା ଏକ କପଡା ବ୍ୟବସାୟୀ ଙ୍କ କୋଠାରେ ବଡ଼ ଧରଣର ଜୁଆ ଚାଲୁଥିଲା । ଟାଉନ ପୋଲିସ କୌଣସି ସୂତ୍ରରୁ ଖବର ପାଇ ବୁଧବାର ସନ୍ଧ୍ୟା ରାତି ପ୍ରାୟ ୮ ଟା ସମୟରେ ଚଢ଼ାଉ କରି ୧୭ ଜଣ କୁ ଗିରଫ କରିଛି ।ଏବଂ…