ଆଇଏଏଫ ମିଗ-୨୯ (UPG) ବିମାନ ଦୁର୍ଘଟଣା: କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ

ପଞ୍ଜାବ :  ବାୟୁସେନାର ଏକ ଲଢୁଆ ଜେଟ ଦୁର୍ଘଟଣାଗ୍ରସ୍ତ ହୋଇଛି | ଆଜି ସକାଳ ୧୦ଟା ୪୫  ବେଳେ ପଂଜାବର ସହିଦ ଭଗତ ସିଂ    ନଗର ନିକଟସ୍ଥ ଛୁଆରପୁର ଏକ ଫାର୍ମ ନିକଟରେ ଘଟିଛି ଏହି ଅଘଟଣ | ଗ୍ରାମବାସୀ ମାନେ ଏ  ବିଷୟରେ ପୋଲିସକୁ ସୂଚନା ଦେଇଥିବା ଜଣାପଡିଛି | ବିମାନ ଚାଲକ ନିରାପଦରେ ଅବତରଣ…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପ୍ରତିବାଦ କଲେ କଳାହାଣ୍ଡି ଗଣମାଧମ ପ୍ରତିନିଧି

ରାଜକନିକା ବିଡିଓଙ୍କୁ ତୁରନ୍ତ ଗିରଫ ଓ ବହିଷ୍କାର ଦାବି କରି ଦେଲେ ସ୍ମାରକପତ୍ର  ଭବାନୀପାଟଣା /ଜୁନାଗଡ- ଆଦିତ୍ୟ ମହାନ୍ତି :  ମଇ ୭ ତାରିଖ ଦିନ ୧୧ ଟା ସମୟରେ କଳାହାଣ୍ଡି ୱେବ୍ ମିଡିଆ ଆସୋସିଏସନ୍ ସହ କିଛି ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡିଆ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ କୋଡିଏ…

କରୋନାର ତାତିଲା ତାୱାରେ ଗଂଜାମ : ଆଜିର ୧୯ ପଜିଟିଭ ଭିତରୁ ୧୮ ସୁରାଟ ଓ ଜଣେ କେରଳ ଫେରନ୍ତା 

ସୁରାଟ ଫେରନ୍ତା ହଜେଇଲେଣି ପ୍ରଶାସନର ନିଦ  ଭଦ୍ରକରେ ୨ ଓ କେନ୍ଦ୍ରାପଡାରେ ୫ ସୁରଟ ଫେରନ୍ତା ପଜିଟିଭ   ଭୁବନେଶ୍ୱର(ଶାସକ ପ୍ରଶାସକ) କରୋନାର କୋଳାହଳ ଭିତରେ ପୁରା ଚର୍ଚ୍ଚାର ବାହାରେ ଥିଲା ଗଂଜାମ ଜିଲ୍ଲା | ହେଲେ ଏବେ ସମସ୍ତଙ୍କ ନଜର କେନ୍ଦ୍ରିତ ଗଂଜାମ ଜିଲ୍ଲା ଉପରେ | ସୁରାଟ…

ଚିତ୍ର ରେ ସଚେତନତା ର ବାର୍ତା ବାଣ୍ଟୁଛନ୍ତି ଦୁଇ ଯୁବକ

ହାଟଡିହି, /ମକରଧ୍ୱଜ ଜେନା -କରୋନା ରୋଗ କୁ ମୁକାବିଲା ଲାଗି ସମଗ୍ର ବିଶ୍ୱ ଏବେ ଏକଜୁଟ ହୋଇଛି. ସମସ୍ତେ ସାହାଯ୍ୟ ଓ ସହାୟତା ର ହାତ ବଢା଼ଉଛନ୍ତି । ଏହି ପରିପେକ୍ଷୀ ରେ  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳ ରେ ଦୁଇ ଜଣ ଯୁବକ ଚିତ୍ର ମାଧ୍ୟମରେ କରୋନା ରୋଗ ର ସଚେତନତା ବାର୍ତା…

ପୋଲିସ ଓ ଖବରଦାତା ସମ୍ବର୍ଦ୍ଧିତ

ହାଟଡିହି,/ ମକରଧ୍ୱଜ ଜେନା  - ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଅସହାୟ ଓ ଗରିବ ଙ୍କୁ ଦୁଃଖ, ଦୁର୍ଦ୍ଦଶା ସମୟ ରେ ସେବା ଯୋଗେଇ ଦେଇ ଆସୁଥିବା ଜୟ ଦୁର୍ଗା ଫାଉଣ୍ଡେସନ ର ଫାଉଣ୍ଡର ସୁରେଶ୍ୱରୀ ସାଗରୀକା ଜେନା (ପପି ଅପା) ଏବେ କରୋନା ଯୁଦ୍ଧ ରେ ନିଜକୁ ସାମିଲ କରିଛନ୍ତି. ପ୍ରାୟ 50 ରୁ ଉର୍ଦ୍ଧ…

ମୁରିବାହାଲ ଅଂଚଳର ପ୍ରବାସୀ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଲେ ପଦ୍ମପୁର ଉପଜିଲ୍ଲାପାଳ 

ଅସହାୟ ଶ୍ରମିକଙ୍କ ଖାଦ୍ୟ ବ୍ୟବସ୍ଥା ପରେ  ଗାଡି ଠିକ କରି ପଠାଇଲେ ଗନ୍ତବ୍ୟ ସ୍ଥଳକୁ  ବରଗଡ :- ପ୍ରତ୍ୟେକ ଦିନ ରାଜ୍ୟ ବାହାରୁ ରାଜ୍ୟକୁ ଫେରୁଥିବା ଶ୍ରମିକ ମାନଙ୍କର ଖବର ଆସୁଛି । ଗୁରୁବାର ସନ୍ଧ୍ୟା ସମୟରେ ଏହିଭଳି ଏକ ଖବର ପହଞ୍ଚିଥିଲା ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନଙ୍କର…

ସାଧାରଣରେ ଆଶଙ୍କା : ଗଞ୍ଜାମ ସୀମା ସିଲ ନକଲେ ନୟାଗଡ଼ ପ୍ରଭାବିତ ହେବା ଆଶଙ୍କା

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) :ଏକଦା ଗଞ୍ଜାମ ଜିଲ୍ଲା କରୋନା ସଂକ୍ରମଣ ହୋଇ ନଥିବାରୁ ଏହାକୁ ରାଜ୍ୟ ସରକାର ଗ୍ରୀନଜୋନ ରୁପେ ଘୋଷଣା କରିବାର ଅଳ୍ପ କିଛିଦିନ ମଧ୍ୟରେ ସୁରତ ଫେରନ୍ତାଙ୍କ ଦ୍ୱାରା ଶୀକାର ହୋଇଥିଲା । ପ୍ରଥମେ ଅରେଞ୍ଜ ଓ ପରେ ଗଞ୍ଜାମ ଜିଲ୍ଲାକୁ ରେଡଜୋନ ଘୋଷଣା କରାଗଲା । ବର୍ତମାନ…

ସିହିନୀ ଗାଁରେ ମଦ ଏବଂ ଜୁଆ ଖେଳ , ସ୍ୱର ଉଠାଇଲେ ଯୁବ ବାହିନୀ

ଟିଟିଲାଗଡ (ଗୌରବ ଦର୍ଜି)କୋଭିଡ୍ -19 ର ଭୟାବହତା କୁ ଦେଖି ଦେଶରେ ଲୋକ-ଡାଉନ୍ ଚାଲିଛି |  ସାରା ଦେଶରେ ମଦ ଭାଟି ଓ ଦୋକାନ ବନ୍ଦ ରହିଛି |  ଏହା ସତ୍ତ୍ଵେ କିଛି ଅମାନୁଷିକ ଲୋକ  ମଦ ବିକ୍ରି କରୁଛନ୍ତି।  ଲକଆଉଟ୍ ହେତୁ ଅନେକ ସହରରେ ଜୁଆ ଖେଳ ବନ୍ଦ ହୋଇଯାଇଛି |  କିନ୍ତୁ ଜୁଆ ଖେଳୁଥିବା ଲୋକ…

ଧର୍ମଶାଳା ଛାତ୍ର ବିଜେଡି ତରଫରୁ ୬ ଦିନରେ ୧୩୦ ୟୁନିଟ  ରକ୍ତ ସଂଗ୍ରହ

ଧର୍ମଶାଳା /ଶାସକ ପ୍ରଶାସକ : ମୁଖ୍ୟମନ୍ତ୍ରୀଙ୍କ ରକ୍ତ ଅଭାବରେ ଯେପରି କୌଣସି ବ୍ୟକ୍ତି ହଇରାଣ ନହେବେ ଏହି ଆଦେଶକୁ ପାଳନ କରି ଧର୍ମଶାଳାର ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟଙ୍କ ନିର୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳ, ଧର୍ମଶାଳା ତରଫରୁ ଅନୁଷ୍ଠିତ ହୋଇଯାଇଛି ରକ୍ତଦାନ କାର୍ଯ୍ୟକ୍ରମ ଜୀବନ…

ଗୋଷାଣୀ ବ୍ଲକ ଉପଲଡା ଗ୍ରାମରେ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଉଛନ୍ତି ସ୍ବାସ୍ଥ୍ୟ, ଆଶା, ଅଙ୍ଗନବାଡି କର୍ମୀ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାମାରି କରୋନା ଭୁତାଣୁ ସଂକ୍ରମଣତାରୁ ଗ୍ରାମାଞ୍ଚଳ ଲୋକେ କିଭଳି ସତର୍କ ଓ ସୁରକ୍ଷିତ ରହିବେ , ଲକ୍ ଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କିଭଳି ପାଳନ କରିବେ , ସେ ସମ୍ପର୍କରେ  ଗ୍ରାମରେ ସଚେତନତାର ବାର୍ତ୍ତା…