ବାଟମାରଣା ଜୋରଦାର , ଖାଉଟି ହନ୍ତସନ୍ତ
ଗୋଲାମୁଣ୍ଡା ବ୍ଲକ ରୁ ନହୁସ ବାଗ : କେନ୍ଦ୍ର ଓ ରାଜ୍ୟ ସରକାର ଖାଉଟି କଲ୍ୟାଣ ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚାଲିଛି ବାଟମାରଣା, ଯାହାଫଳରେ ହିତାଧିକାରୀ ମାନଙ୍କ ପାଖକୁ ପହଁଚି ପାରୁନାହିଁ ସାମଗ୍ରୀ
ଏପରି ଏକ ଘଟଣା ଦେଖିବାକୁ ମିଳୁଛି କଳାହାଣ୍ଡି…