କୋଉଟା ସତ : ସିଡିଏମଓ କହୁଛନ୍ତି ଆମ୍ବୁଲାନ୍ସ, ହେଲେ ବାହାନ ଆପ କହୁଛି ସେଟା ବାଇକ
ସମ୍ କୋଭିଡ ହସ୍ପିଟାଲକୁ ବାଇକରେ ଗଲେ ନା ଆମ୍ବୁଲାନସରେ ଗଲେ କରୋନା ଆକ୍ରାନ୍ତ !
ଭୁବନେଶ୍ୱର / ବୌଦ୍ଧ (ଶାସକ ପ୍ରଶାସକ):- ଗତକାଲି ବୌଦ୍ଧଜିଲ୍ଲାରେ ୩ଜଣଙ୍କ କରୋନା ପୋଜିଟିଭ ରିପୋର୍ଟ ବାହାରିଥିଲା । ଆକ୍ରାନ୍ତମାନେ ଥିବା ଜଗତି କ୍ୱାରେଣ୍ଟାଇନ ସେଣ୍ଟରର ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ…