ଆନ୍ଧ୍ରପ୍ରଦେଶରୁ ଟିଟିଲାଗଡରେ ଆସି ପହଁଚିଲା ଦ୍ବିତୀୟ ଓଡ଼ିଆ ପ୍ରବାସୀ ଟ୍ରେନ।

ଆସିଥିବା ୧୨୦୯ ଓଡ଼ିଆ ପ୍ରବାସୀଙ୍କ ମଧ୍ୟରୁ ୫୬୦ ଜଣ କେବଳ ନୂଆପଡ଼ା ଜିଲ୍ଲାର ଟିଟିଲାଗଡ (ଗୌରବ ଦର୍ଜୀ): Covid-19 କୁ ଦେଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଶା ଆଣିବା ପାଇଁ…

ଉଜୁଡ଼ି ଯାଇଥିବା ଧାନ ଫସଲ ଧରି ଉପଜିଲ୍ଲାପାଳ ଦାବିପତ୍ର ଦେଲା ଜୟ କୋସଲ କୃଷକ ସଙ୍ଗଠନ 

ବେଲପଡ଼ା/ବନମାଳୀ ନାଏକ -ବେଲପଡ଼ା ବ୍ଲକ ଧୁମାଭଟା ପଞ୍ଚାୟତର ପାଖାପାଖି ୧୫୦୦ ହେକ୍ଟର ଚାଷଜମିରେ ଏଥର ରବିଫସଲ ଚାଷ ହୋଇଛି ଏବଂ ଫସଲ ଭଲ ମଧ୍ୟ ହୋଇଥିଲା | କିନ୍ତୁ ଏବର୍ଷ ବ୍ୟାପକ ଭାବରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷା କରାମାଡ଼ ହୋଇଥିଲା ତେଣୁ ଫସଲହାନୀ ଯୋଗୁଁ ଚାଷି ମୁଣ୍ଡରେ ଚଡ଼କ…

ଆଉ ୨୦ନୂଆ , କରୋନା ପଜିଟିଭ ସଂଖ୍ୟା ପହଁଚିଲା ୪୧୪ରେ

ଭୁବନେଶ୍ୱର : ପୁଣି ଆଉ ୨୦ କରନା ପଜିଟିଭ ରାଜ୍ୟରେ ଚିହ୍ନଟ ହୋଇଛନ୍ତି |  ଫଳରେ କରୋନା ପଜିଟିଭ ସଂଖ୍ୟା ୪୧୪ରେ ପହଂଚିଛି | ସେମାନଙ୍କ ମଧ୍ୟରୁ ୮୫ ସୁସ୍ଥ ହୋଇଥିବା ବେଳେ ଏଯାବତ ୩୨୬ ଜଣ ସକ୍ରିୟ ଅଛନ୍ତି | ତିନିଜଣ ଏ ଯାବତ ପ୍ରାଣ ହରାଇଲେଣି | ନୂଆ କରି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ…

ଦୃତ ଗତିରେ ଚାଲିଛି ଶ୍ରୀଜୀଉଙ୍କ ତିନିରଥ ନିର୍ମାଣ କାର୍ଯ୍ୟ

  ଘରକୁ ନଯାଇ  ନୀଳାଚଳ ଓ ନୀଳାଦ୍ରି ଭକ୍ତନିବାସରେ ରହୁଛନ୍ତି ରଥ ନିର୍ମାଣରେ ସଂପୃକ୍ତ ୧୪୩ଜଣ ସେବକ କାର୍ଯ୍ୟ ଆରମ୍ଭ ପୂର୍ବରୁ ସେବକଙ୍କର ନିୟମିତ ପ୍ରକ୍ରିୟାରେ ହେଉଛି ଥର୍ମାଲ ସ୍କ୍ରିନିଂ ଓ  ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପୁରୀ/ ଶାସକ ପ୍ରଶାସକ : ସାମାଜିକ ଦୂରତ୍ୱ ତଥା…

କରୋନା ମହାମାରି ଯୁଦ୍ଧରେ ଭିନ୍ନ ଏକ ଯୋଦ୍ଧା ସ୍ବେଚ୍ଛାସେବୀ ଇଂ ଦିଲୀପ ଦୁରିଆ

http://www.youtube.com/watch?v=P5o9X8gyEqQ ରେଙ୍ଗାଲି/ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ମାନବ ସମାଜରେ ବତ୍ତର୍ମାନବି କେଉଁଠି ନା କେଉଁଠି ବଞ୍ଚିରହିଛି ନିଃସ୍ବାର୍ଥପର ମାନବିକତା ଯେଉଁ ମାନବିକତା ମଣିଷ ସମାଜର ଦୁଃଖ ସମୟରେ ସନ୍ଥ କବୀ ଭିମ ଭୋଇଙ୍କ   "ପ୍ରାଣୀର ଆରତ ଦୁଃଖ ଅପ୍ରମିତ…

ସ୍ୱତନ୍ତ୍ର ଟ୍ରେନ ଚାଲିବ : ଯାତ୍ରୀମାନଙ୍କୁ ରେଳବାଇ ଦେଲା ପରାମର୍ଶ

ଭୁବନେଶ୍ୱର : ୧୨ ମଇ ୨୦୨୦ ଠାରୁ ନୂଆଦିଲ୍ଲୀରୁ ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଭୁବନେଶ୍ୱର ଠାରୁ ଦୈନିକ ଭାବେ ଏକ ସ୍ୱତନ୍ତ୍ର ଟ୍ରେନ୍ ଆସନ୍ତା ୧୩ ମଇ ୨୦୨୦ (ବୁଧବାର) ସକାଳ ୧୦ ଘଟିକା ଠାରୁ ଚଳାଚଳ ଆରମ୍ଭ କରିବ । ଏହି ସ୍ୱତନ୍ତ୍ର ଟ୍ରେନ୍ ସଂପୂର୍ଣ୍ଣ ଭାବେ ଶିତତାପ…

କିସିଣ୍ଡା ଦେଦେରା ଜଳପ୍ରପାତରେ ବୁଡି ଯୁବକ ମୃତ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ  ଉପଖଣ୍ଡ କିସିଣ୍ଡା ଥାନା ପାଖରେ ଥିବା ଏକ ଜଳ ପ୍ରପାତରେ ଗାଧୋଉଥିବା ସମୟରେ କଞ୍ଚନପୁର ଗ୍ରାମର ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି। ପ୍ରକାଶ ଯେ, କିସିଣ୍ଡା ଥାନା କଞ୍ଚନପୁର ଗ୍ରାମର ବିରଞ୍ଚି ଭୋଇଙ୍କ…

ପୁଣି ୩ ଆକ୍ରାନ୍ତ ଚିହ୍ନଟ 

ଭୁବନେଶ୍ୱର : ପୁଣି ୩ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି ରାଜ୍ୟରୁ | ଏମାନଙ୍କ ମଧ୍ୟରେ ଅଛନ୍ତି ଯାଜପୁର, ମୟୁରଭଞ୍ଜ ଓ କଟକରୁ ଜଣେ | ଏହି ତିନିଜଣଙ୍କୁ ମିଶାଇ ମୋଟା ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୩୯୪ରେ | ଏଯାବତ ୩୦୬ ଜଣ ଆକ୍ଟିଭ ଅଛନ୍ତି ଓ ସୁସ୍ଥ ହେଲେଣି ୮୫ ଜଣ | ପ୍ରାଣ ହରାଇଛନ୍ତି ଏଯାବତ…

ଲକ୍ ଡାଉନକୁ ଚାପ ନୁହେଁ, ସୁଯୋଗ ଭାବେ ଗ୍ରହଣ କରି ଘରେ ରହି ପାଠ ପଢ଼ନ୍ତୁ ଛାତ୍ରଛାତ୍ରୀ : ଡ଼ ଅରୁଣ 

କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମନୋବଳ ବଢା଼ଇବ ହେଲ୍ପ ଲାଇନ "ଭରସା'  "ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦିଆଯିବ" ଭୁବନେଶ୍ୱର (ଶାସକ ପ୍ରଶାସକ) କୋଭିଡ୍-୧୯ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାନସିକ…

ଖୁସି ଖବର , ସୁସ୍ଥ ହେଲେ ଆଉ ୧୭ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଖୁସି ଖବର , ସୁସ୍ଥ ହେଲେ ଏକାଥରକେ  ଆଉ ୧୭ ଜଣ କରୋନା ଆକ୍ରାନ୍ତ | ସେମାନଙ୍କ ମଧ୍ୟରୁ ସୁନ୍ଦରଗଡର ୭ ଜଣ, ଖୋର୍ଧାର ୫ ଜଣ, ଭଦ୍ରକର ୩ଜଣ ଓ ବାଲେଶ୍ୱରର ୨ଜଣ ସାମିଲ | ଏ ଯାବତ ସୁସ୍ଥ  ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫ ରେ ପହଁଚିଲା |