ସକାଳୁ ସକାଳୁ ଛାତି ଥରାଇ ଦେଲା ଭଳି ଖବର : ସେଞ୍ଚୁରୀ ମାରିଲା କରୋନା , ଗୋଟାଏ ଷ୍ଟ୍ରୋକରେ ୧୦୧
ଭୁବନେଶ୍ୱର : ସକାଳୁ ସକାଳୁ ଛାତି ଥରାଇ ଦେଲା ଭଳି ଖବର | ଆଜି ସକାଳୁ ଗୋଟିଏ ଦଫାରେ ସେଞ୍ଚୁରୀ ମାରିଲା କରୋନା | ଗୋଟାଏ ଷ୍ଟ୍ରୋକରେ ୧୦୧ ଜଣ କରୋନା ପଜିଟିଭ | ଏହାକୁ ମିଶାଇ ରାଜ୍ୟରେ କୋବିଦ ପଜିଟିଭ ୫୩୮ରେ ପହଂଚିଛି | ଗଞ୍ଜାମରେ ୫୨, ବାଲେଶ୍ୱରରେ ୩୩, ସୁନ୍ଦରଗଡ ଓ ଯାଜପୁରରେ ୭ ଲେଖାଏ…