କୋଭିଡ-୧୯  ବିରୁଦ୍ଧରେ ଲଢେଇ ପାଇଁ ପିଏମ୍ କେୟାର୍ସ ପାଣ୍ଠି ଟ୍ରଷ୍ଟ ତରଫରୁ ୩୧୦୦ କୋଟି ଆବଂଟିତ 

୨୦୦୦ କୋଟି ଟଙ୍କାରେ କିଣାଯିବ  ଭେଣ୍ଟିଲେଟର୍ସ , ୧୦୦ କୋଟିରେ କରାଯିବ ଟୀକା ବିକାଶ  ୧୦୦୦  କୋଟି ଟଙ୍କା ଉପଯୋଗରେ ପ୍ରବାସୀ ଶ୍ରମିକଙ୍କ କରାଯିବ ଦେଖାଶୁଣା  ନୂଆଦିଲ୍ଲୀ : ପିଏମ କେୟାର୍ସ (Prime Minister’s Citizen Assistance and Relief in Emergency…

ତାମିଲନାଡୁରୁ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଆସିଲା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ

ବଲାଙ୍ଗିରରେ ଓହ୍ଲାଇଲେ  ବିଭିନ୍ନ ଜିଲ୍ଲାର ୩୦୪ ଜଣ ଶ୍ରମିକ, ୭୦ଟି ବସରେ ପଠାଗଲା ନିଜ ନିଜ  ଜିଲ୍ଲାର କ୍ୱାରେଣ୍ଟାଇନ ସେଣ୍ଟରକୁ  ଏମାନଙ୍କ ମଧ୍ୟରେ  ଅଛନ୍ତି  ବଲାଙ୍ଗିର, ଦେବଗଡ଼, ନୟାଗଡ଼, ନୂଆଁପଡ଼ା, ବରଗଡ଼, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କନ୍ଧମାଳର ଶ୍ରମିକ  …

ଖୁସି ଖବର,  ସୁସ୍ଥ ହେଲେ ଆଉ ପନ୍ଦର 

ଭୁବନେଶ୍ୱର : ଖୁସି ଖବର | ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫ଜଣ କରୋନା ଆକ୍ରାନ୍ତ | ସମସ୍ତେ ଯାଜପୁର ଜିଲ୍ଲାର | ଏହାଫଳରେ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ରେ ପହଂଚିଛି | ଏ ବିଷୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି |  ଜିଲ୍ଲାରେ ଏଯାବତ  ୮୮ କରୋନା…

“କେବଳ ପଜିଟିଭ ଚିହ୍ନଟ ହୋଇଥିବା ଟିଏମସି ହେବ କଣ୍ଟେନମେଣ୍ଟ ଜୋନ”

 କୌଣସି ଗାଁ ବା ପଂଚାୟତରେ ଜାରି କରାଯିବନି କଣ୍ଟେନମେଣ୍ଟ କଟକଣା  ଟ୍ରେନରେ ଆସି ଜିଲ୍ଲାରେ ଓଲ୍ହାଇଲେଣି ୯୦୦ରୁ ଉର୍ଦ୍ଧ ଲୋକ  ଭଦ୍ରକ (ଶାସକ ପ୍ରଶାସକ) :  ଆଜି ଜିଲ୍ଲାରେ ନୂଆ ୯ ଟି କରୋନା ପଜିଟିଭ ଚିହ୍ନଟ ହେବାପରେ ସେ ବିଷୟରେ ସବିଶେଷ ସୂଚନ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଶ୍ରୀ ଜ୍ଞାନ…

ପୁଣି କେନ୍ଦ୍ରାପଡାରୁ ୧୩

କେନ୍ଦ୍ରାପଡା(ଶାସକ ପ୍ରଶାସକ)ସକାଳେ ୭୩ ଜଣ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ପକ୍ଷରୁ କୁଆହାଇଥିବା ବେଳେ ରାଜ୍ୟରେ ଆଉ ନୂଆ ୧୩କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୩ଜଣ  ଯାକ କେନ୍ଦ୍ରାପଡ଼ା ଜିଲ୍ଲାର । ରାଜ୍ୟ ସରକାରଙ୍କ ଡ୍ୟାସବୋର୍ଡରେ ଯଦିଓ ଏହି ସୂଚନା ଦିଆଯାଇନାହିଁ ଏ ଯାବତ, ତଥାପି ଏ…

କରୋନା ର ସଫେଇ କର୍ମଚାରୀକୁ ପାଦ ଧୋଇ ସମର୍ଦ୍ଧନା କଲେ ପୂର୍ବତନ ବିଧାୟକ ।

ପଦ୍ମପୁର- ବର୍ତ୍ତମାନ ସମୟରେ ମଣିଷ ଏକ ଅଦୄଶ୍ୟ ଶକ୍ତି ସହ ଲଢେ଼ଇ କରୁଛି । କରୋନା ଭୂତାଣୁ ଓ ମଣିଷ  ଲଢେଇରେ ଯୋଦ୍ଧା ସାଜିଛନ୍ତି ସଫେଇ କର୍ମଚାରୀ କରୋନାକୁ ଦମନ କରିବା ପାଇଁ ତାଳବନ୍ଦ ଯୋଗୁଁ ଜନସାଧାରଣ ଘରୁ ପଦାକୁ ବାହାରୁ ନାହାନ୍ତି । ହେଲେ ସଫେଇ କର୍ମଚାରୀ  ମାନେ ନିଜ ଜୀବନକୁ ବାଜି…

ଆଦିତ୍ୟ ବିର୍ଲା କମ୍ପାନୀ ଦେଇଛି ରୋଜଗାର : ମହିଳା ମାନେ ତିଆରି କରୁଛନ୍ତି କରୋନା ପାଇଁ ମାକ୍ସ ।

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-ଶିଳ୍ପ ସମୃଦ୍ଧି ବିନା ଦେଶର ଆର୍ଥିକ ଅଭିବୃଦ୍ଧି ହେବା ସହ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସମ୍ଭବ ନୁହେଁ। ଯଦିଓ ଶିଳ୍ପ ପ୍ରତିଷ୍ଠା ପରେ ଅଞ୍ଚଳରେ ଶିଳ୍ପର ପାର୍ଶ୍ୱ ପ୍ରତିକ୍ରିୟା ଅଛି, ତଥାପି ଏହା ଏକ ଆବଶ୍ୟକତା ହୋଇପଡିଛି ବିକାଶ ପାଇଁ |…

ରାଜ୍ୟରେ ଆଉ ୭୩ କରୋନା ପଜିଟିଭ 

 ଭୁବନେଶ୍ୱର : ଆଉ ୭୩ କରନା ପଜିଟିଭ | ମୋଟ  ପଜିଟିଭ ସଂଖ୍ୟା ପହଁଚିଲା ୬୧୧ରେ | ଏମାନଙ୍କ ମଧ୍ୟରେ ଗଂଜାମରୁ ୪୨, ଯାଜପୁରରୁ ୧୭, ଭଦ୍ରକରୁ  ୯, ଖୋର୍ଦ୍ଧାରୁ ୩ ଓ ସୁନ୍ଦରଗରରୁ ୨ ଜଣ ସାମିଲ | ଭଦ୍ରକର ୯ ଟି କେଶ ସମସ୍ତେ ଜ୍ଵାରନ୍ଟାଇନ ସେଣ୍ଟରରୁ | ସେମାନଙ୍କ ମଧ୍ୟରୁ ୫ ଜଣ ସୁରାଟ ଫେରନ୍ତା,…

ପବନରେ ରଙ୍ଗ ମାରି ଶୁନ୍ୟରେ ପିଚୁ ପକାଇ ଶୂନ୍ୟେ ଶୂନ୍ୟେ ହେଉଛି ବିଲ !!

ଦୁର୍ନୀତି ଓ ଅନିୟମିତତାର ଗନ୍ତାଘର ସୁନ୍ଦରଗଡ ପୂର୍ତ୍ତ ଡିଭିଜନ,  ନିର୍ବାହୀ ଯନ୍ତ୍ରୀଙ୍କ "ମେରୀ ରାଜ" ନୀତି  : ଭିଜିଲାନ୍ସ ଦୃଷ୍ଟି ପଡ଼ିବ କେବେ ??? ଭୁବନେଶ୍ୱର/ ସୁନ୍ଦରଗଡ଼:-ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରୂପେ ପରିଚିତ | ଏହି ଜିଲ୍ଲା ଅଧୀନରେ ଅଛି ୧୭ଗୋଟି…