ନିର୍ଦ୍ଧାରିତ ସ୍ଥାନ ପରିବର୍ତ୍ତନ କରି ପାଚେରୀ ନିର୍ମାଣ ଅଭିଯୋଗ, ବିଡିଓଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର
କୋଲାବିରା: କୋଲାବିରା ବ୍ଲକ ଅନ୍ତର୍ଗତ ତରେଇକେଲା ଗ୍ରାମରେ ମଞ୍ଜୁର ହୋଇଥିବା ଏକ ପାଚେରୀ ନିର୍ମାଣ ପ୍ରକଳ୍ପକୁ ନିର୍ଦ୍ଧାରିତ ସ୍ଥାନରେ କାର୍ଯ୍ୟକରିତ ନକରି ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଅଭିଯୋଗକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ…