ନୂଆ ୯୧ , ଦି ଜଣଙ୍କ ମୃତ୍ୟୁ : ସରପଂଚ ବି ପଜିଟିଭ ,ସମ୍ବଲପୁରରେ ପଶିଲା କରୋନା

Bhubaneswar(SPB): ରାଜ୍ୟରେ ଆଉ ନୂଆ ୯୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ସଂଖ୍ୟା ବଢିଛି ୮୦୮ କୁ |  ଦୁଇଜଣ ପ୍ରାଣ ହରାଇଛନ୍ତି | ମୃତକ ଦିଜଣ ଗଂଜାମ ଜିଲ୍ଲାର | ବୟସ ୩୮ ଓ ୪୫ ବର୍ଷ  |  ମୃତକଙ୍କ ସଂଖ୍ୟା ୫ରେ ପହଂଚିଛି |  ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ହେଉଛନ୍ତି ଗଞ୍ଜାମରୁ ୧୫ ,…

ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା ପାଇଁ ମୁକାବିଲା ନିମିତ୍ତ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ଆଗାମୀ ଦିନରେ ହୋବାକୁ ଥିବା ସମ୍ଭାବ୍ୟ ଝଡବାତ୍ୟା ଓ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସଜାଗ ରହିବା ଓ ଆବଶ୍ୟକ ମୁକାବିଲା କରିବା ନିମିତ୍ତ…

ସୂଚନା ଦେଲେ ଜିଲ୍ଲାପାଳ : ଆଉ ଦୁଇ ପଜିଟିଭ 

ବଲାଙ୍ଗୀର/ ନିରୋଜ ମିଶ୍ର :  ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ କରି ଚିହ୍ନଟ ହୋଇଥିବା ସଂକ୍ରମିତ ବଲାଙ୍ଗୀରର ହୋଇଥିବା ଜଣାପଡିଛି । ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୩୯କୁ ବୃଦ୍ଧି ପାଇଛି…

କି ସାହସ : ପଂଚାୟତ କାର୍ୟାଳୟରେ ଜିଆରଏସଙ୍କ ରାସ 

  ଗାଲୁସାହି ପଞ୍ଚାୟତ ଜିଆରଏସଙ୍କୁ ଅଶ୍ଳିଳ ଭିଡ଼ିଓ ଭାଇରାଲ ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଗାଲୁସାହି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଜିଆରଏସ୍(ଗ୍ରାମ ରୋଜଗାର ସେବକ) ଭାବେ କାର୍ଯ୍ୟକରୁଥିବା ରାଜୀବ କୁମାର ମହାକୁଡ଼ଙ୍କର ଅଶ୍ଳିଳ ଭିଡ଼ିଓ ସାମାଜିକ…

ମାଣିତରା ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ପରିବେଷଣ ଅନୁଧ୍ୟାନ କଲେ ବିଧାୟକ

ବୁଗୁଡା/  ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଶନିବାର ଦିନ ମାଣିତରା ପଞ୍ଚାୟତର ବିଭିନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଦିଆଯାଉଥିବା ଖାଦ୍ୟ ପରିବେଷଣ…

ନିଜ ହାତରେ ବ୍ଲକ ଅଫିସକୁ ସାନିଟାଇଜ କଲେ ବିଡ଼ିଓ 

ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) କାର୍ଯ୍ୟରେ ଅବହେଳା ! ସର୍ବଦା ଠିକ ସମୟରେ ଆସି ସାନିଟାଇଜର କରୁଥିଲେ , ହେଲେ ଆଜି ଡେରି କାହିଁକି ? ନିଶ୍ଚୟ କିଛି ଅସୁବିଧା ହୋଇଥିବ । ହେଲେ ଅଫିସ କରୋନା ସଂକ୍ରମଣ ରୋଧ ପାଇଁ ସାନିଟାଇଜର କରିବାକୁ ବାଧ୍ୟ। ମୁଁ ଜଣେ ଓଏଏସ ଅଫିସର, ସେହିପରି ମନୋଭାବ…

ହରିଣ ଶିକାର : ବନ୍ଧୁକ, ଗୁଳି, ହରିଣ ମାସଂ ସହିତ ବାପ ପୁଅ ଗିରଫ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) -ନୟାଗଡ ଜିଲା ଓଡ଼ଗାଁ ବନାଞ୍ଚଳ ଓ ବାହାଡ଼ାଝୋଲା ସେକ୍ସନ ଅନ୍ତର୍ଗତ ବାଲିସିଂସା-ବଧୂଲୀପୁର ସରଂକ୍ଷିତ ଜଙ୍ଗଲରୁ ହରିଣ ଶିକାର କରିବା ଅଭିଯୋଗରେ ବନ ବିଭାଗ ବାପ ପୁଅଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ବନ୍ଧୁକ, ଗୁଳି ଓ ମାଂସ ଜବତ କରିଛି । ଗିରଫ ବାପ ପୁଅ…

ତୀବ୍ର ଗତିରେ ଘୁର୍ଣ୍ଣିଝଡର ରୂପ ନେଉଛି ଅବପାତ : ସିଇସି 

 ଭୁବନେଶ୍ୱର, (ଶାସକ ପ୍ରଶାସକ): ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସକଳେ ସାଢେ ଆଠଟା ସୁଦ୍ଧା  ଅବପାତରେ ପରିଣତ ହୋଇ ପାରାଦ୍ୱୀପର ଦକ୍ଷିଣ କୁ  1060 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ…

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ପ୍ରୋତ୍ସାହନ ଦିଆଯିବା ଘୋଷଣାକୁ କେନ୍ଦ୍ରମନ୍ତ୍ରୀଙ୍କ…

ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସହାୟକ ହେବ - ଧର୍ମେନ୍ଦ୍ର ପ୍ରଧାନ • କୋଇଲା କ୍ଷେତ୍ରରେ ୫୦ ହଜାର କୋଟିର ନିବେଶ ପ୍ରସ୍ତାବ କୋଇଲା ଭିତିଭୂମିକୁ ସଦୃଢ କରିବ • କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଦେଶର ପୁଞ୍ଜିନିବେଶ, ଅଭିବୃଦ୍ଧି ଓ ନିଯୁକ୍ତିକୁ ପ୍ରୋତ୍ସାହନ ଦେବ • ବିଭିନ୍ନ…

କରୋନା ଆଳରେ କଳାବଜାରୀ : ଲୁଣ ଦର ହୁ ହୁ ହୋଇ ବଢୁଛି 

  ବଲାଙ୍ଗିର/ ନିରୋଜ ମିଶ୍ର - କରୋନା ମହାମାରୀ ଭୟରେ ସାଧାରଣ ମାଲ ପରିବହନ ବ୍ୟାଧିତ ହୋଇଛି । ଏହାର ଫଇଦା ଉଠାଇ କିଛି ମୁନାଫାଖୋର ବ୍ୟବସାୟୀ ବିଭିନ୍ନ ଅତ୍ୟାବଶ୍ୟକୀୟ ବସ୍ତୁର ଜମାଖୋରୀ କରିବା ସାଙ୍ଗରେ ବଜାରରେ ଏହି ବସ୍ତୁ ଗୁଡିକର କଳାବଜାରୀ କରୁଛନ୍ତି । ଏଥିରେ ଦୈନନ୍ଦିନ ଆବଶ୍ୟକୀୟ ଲୁଣ…