ଚବିଶି ଘଂଟାରେ ୫୭,୯୮୨ ଆକ୍ରାନ୍ତ, ଯାଇଛି ୯୪୧ ଜୀବନ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୭,୯୮୨ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୯୪୧ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୬,୪୭,୬୬୪ ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୬ ,୭୬,୯୦୦ ଜଣ | ଏ ଯାବତ ଦେଶରେ ୧୯,୧୯,୮୪୩ ଜଣ…