ରୋହିତଙ୍କୁ ପ୍ରଶଂସାରେ ପୋତି ପକାଇଲେ ଗାଭାସ୍କର
"ରୋହିତ ଶର୍ମାଙ୍କ ପରି ବ୍ୟାଟିଂ କରିବାକୁ ଚାହୁଁଥିଲି, ହେଲେ ପରିସ୍ଥିତି ଅନୁମତି ଦେଇନଥିଲା"
ମୁମ୍ବାଇ (ଏଜେନ୍ସି) -ରୋହିତ ଶର୍ମାଙ୍କ ପରି ବ୍ୟାଟିଂ କରିବାକୁ ଚାହୁଁଥିଲି, କିନ୍ତୁ ପରିସ୍ଥିତି ମୋତେ ଅନୁମତି ଦେଇନଥିଲା ବୋଲି କହିଛନ୍ତି ଭାରତୀୟ କ୍ରିକେଟ କିମ୍ବଦନ୍ତୀ ତଥା ବିଶ୍ୱର…