ମରୁଭୂମିରେ ବର୍ଷା ପରି : ଟିକେ କଷ୍ଟଲି ହେଲା ସିନା,ଶୋଷିଲା ଥିଲେ ପିଇ ଗଲେ
ଗୋଟାଏ ଦିନରେ ୭୫୧.୨୨୯ ବଲକ୍ ଲିଟର ଲିକର ଓ ୯୫୦.୩୨୫ ବଲକ୍ ଲିଟର ବିୟର ବିକ୍ରି
ମଦ ଉପରେ ଥିବା ଏମଆରପିଠାରୁ ବହୁ ଅଧିକ ମୂଲ୍ୟ ଆଦାୟ
ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନାକୁ ନେଇ ଗତ ମାର୍ଚ୍ଚ ୨୪ ଠାରୁ ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ଜାରି ରହିଛି । ଏହି ସମୟରେ ସମସ୍ତ ସରକାରୀ…