ସାର କଳାବଜାରୀ ; ଜିଲ୍ଲା ପ୍ରଶାସନର ଚଢ଼ାଉ, ଦୋକାନ ସିଲ
ମାଲକାନଗିରି / ବି ଶ୍ରୀନିବାସ ପାତ୍ର : ମାଲକାନଗିରି ଜିଲ୍ଲା ୨୭ /୦୮ରେ ଗତକିଛିଦିନ ହେବ ମୌସୁମୀ ବର୍ଷାର ପ୍ରବାହ ଯୋଗୁଁ ଚାଷ କାମରେ ଅଗ୍ରଗତି ଦେଖାଦେଇଛି । ଯାଦ୍ୱାରା ଚାଷୀ ମାନେ ଧାନ ଗଛ ରେ ରୋଗପୋକ ନିୟନ୍ତ୍ରଣ, ଉର୍ବର ରେ ବ୍ୟବହୃତ ସାର ପାଇଁ ସରକାରୀ ଲ୍ୟାମ୍ପ ଉପରେ ନିର୍ଭର…