ନଈବଢି ଦେଖିବାକୁ ଯାଇ ପାଂଚବର୍ଷର ଶିଶୁ କନ୍ୟା ନିଖୋଜ
Please inform if found
ବରଗଡ :- ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରମାଗତ ଲଗାଣ ବର୍ଷା ଜିଲ୍ଲାର କିଛି ସ୍ଥାନରେ ବନ୍ୟାର ରୂପ ନେଲାଣି । ଜିଲ୍ଲାର ପ୍ରବାହିତ ପ୍ରାୟ ସବୁ ନଦୀ ଏବେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ନଈ କୁଳ ମାନଙ୍କରେ ନଈବଢି ଦେଖିବା ପାଇଁ ସ୍ଥାନୀୟ…