ତୁରେକେଲା ଗ୍ରାମ ପଞ୍ଚାୟତ ବାସିନ୍ଦାଙ୍କ ସହାୟତା ପାଇଁ ଏମଜିନରେଗା ପ୍ରକ୍ରିୟା ଆରମ୍ଭ 

ବଙ୍ଗୋମୁଣ୍ଡା(ଖଗପତି କୁମାର ) : କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି ସରକାର ।ବର୍ତ୍ତମାନ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ  ଲକଡାଉନ ଚାଲିଛି। ଲୋକମାନଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି | ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଓ …

୩୦ଟି ଜିଲା ଓ ୨ ଟି ସାଙ୍ଗଠନିକ ଜିଲ୍ଲା  ସହିତ ରାଜ୍ୟର ସମସ୍ତ ଆଇକନିକ ସ୍ଥାନରେ ପାଳନ କରାଯିବ ବନ୍ଦେ ଉତ୍କଳ ଜନନୀ…

ଭୁବନେଶ୍ଵର (ଶାସକ ପ୍ରଶାସକ) :  ବିଶ୍ୱ ବର୍ତମାନ କୋରନା ମହାମାରୀର ମୁକାବିଲା କରିବାରେ ଲାଗିଛି। ସେହିକ୍ରମରେ ଭାରତ ମଧ୍ୟ କରୋନା ସହ ବଡ ଧରଣର ଲଢେଇ ଲଢୁଛି। ଏହି ଲଢେଇରେ ପ୍ରମୁଖ ଭୂମିକା ତୁଲାଉଥିବା ତଥା ଯୋଦ୍ଧା ରୂପେ ନିଜର କର୍ତବ୍ୟ ତୁଲାଉଥିବା ସମସ୍ତଙ୍କୁ ଯେପରି ସ୍ୱାସ୍ଥ୍ୟକର୍ମୀ,…

ପୁରୀରେ ପୁନଃ ଆରମ୍ଭ ହେଲା ବିକାଶ ପ୍ରକଳ୍ପ କାର୍ଯ୍ୟ

ପୁରୀ ( ଶାସକ ପ୍ରଶାସକ) ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ଶ୍ରୀକ୍ଷେତ୍ର ପୁରୀରେ ବିକାଶ ତଥା ସୌନ୍ଦର୍ଯ୍ୟକରଣ ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନାରେ ଆରମ୍ଭ ହୋଇଥିବା ପ୍ରକଳ୍ପ କାର୍ଯ୍ୟ କରୋନା ଲକ ଡାଉନ ପାଇଁ ବନ୍ଦ ହୋଇ ପଡ଼ିଥିଲା । ହେଲେ ତିନିଦିନ ତଳେ ମୁଖ୍ୟ ମନ୍ତ୍ରୀ ଏକ…

ସମ୍ବଲପୁର : ଆକ୍ରାନ୍ତ ସଂଖ୍ୟା ୮, ସାବଧାନ୍ ! ଯୁଜୋମୁରା ବ୍ଲକ ଛୁଁଇଲା କରୋନା !

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ଜ଼ିଲ୍ଲାରୁ  ପୁଣି ଜଣେ  କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ତେବେ କରୋନା ପଜିଟିଭ ଚି଼ହ୍ନଟ ଯୁବକ ଜଣଙ୍କ  ବୟସ ୨୦ ଏବଂ ସେ  ଯୁଜୋମୁରା  ବ୍ଲକ ବୀରସିଂଗଡ଼ ପଂଚାୟତ ର  ବୋଲି ଜଣାପଡିଛି l ଯୁବକ ଜଣକ ଗତ ୧୯  ତାରିଖ ଦିନ ମହାରାଷ୍ଟ୍ର…

ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୁର୍ତି ଅବସରର କାର୍ଯ୍ୟକ୍ରମ ସ୍ଥିର

ଓଡିଶାରେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପାଳନ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ   ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ପତ୍ରକୁ ରାଜ୍ୟବାସିଙ୍କ ପାଖରେ ପହଂଚାଯିବ  ବୈଶ୍ୱିକ ମହାମାରୀ କରୋନା ମୁକାବିଲା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ଫେସ କଭର ଓ ସାନିଟାଇଜର ବିତରଣ କରାଯିବ…

ନର୍ଦ୍ଦମା ମଧ୍ୟରେ ଯାଇଥିବା ସପ୍ଲାଏ ପାଣି ପାଇପ ସ୍ଥାନାନ୍ତରିତ ତଥା ପିଇବା ପାଣିର ସୁବ୍ୟବସ୍ଥା ପାଇଁ ବିଜେପି ପକ୍ଷରୁ…

ପଦ୍ମପୁର-ପଦ୍ମପୁର ଏନ.ଏ.ସି. ରେ ବସବାସ କରୁଥିବା ଆବାଳ ବୃଦ୍ଧ ବନିତା ତଥା ଜନ ସାଧାରଣଙ୍କ ବ୍ୟବହାର ସକାଶେ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ଯୋଗାଇ ଦିଆ ଯାଇଥିବା ପାଣି ପାଇପ ଅନେକ ବର୍ଷ ହେଲା କୌଣସି ପ୍ରକାର ମରାମତି କରାଯାଇନାହିଁ ଏବଂ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀ ତଥା କର୍ମଚାରୀ ମାନଙ୍କ…

ହାତୀ ଆକ୍ରମଣରେ ଚାଲିଗଲା ଆଉ ଜଣଙ୍କ ଜୀବନ

ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡରେ ପୁଣି ହାତୀ ଆକ୍ରମଣ । ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ  ହେଉଛନ୍ତି ରେଢ଼ାଖୋଲ ଉପଖଣ୍ଡ ନାକ୍ଟିଦେଉଳ ଥାନା ହିତସରା ଗ୍ରାମର ପ୍ରମିଳା ଦେହୁରୀ । ସେ ଆଜି…

ରାସନ୍ କାର୍ଡ ହିତାଧିକାରୀଙ୍କୁ ମିଳୁନି ଡାଲି!

ଟିଟିଲାଗଡ , ମୁରିବହାଲ୍ (ଗୌରବ ଦର୍ଜୀ):ଦେଶରେ ଲକ ଡାଉନ ସମୟରେ ଗରୀବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏପ୍ରିଲ , ମେ ଓ ଜୁନ ମାସ ପାଇଁ ଜିଲାର ସମସ୍ତ ରାସନ କାର୍ଡଧାରୀ ଗରିବ ପରିବାରଙ୍କୁ ୩କେଜି ଲେଖାଁଏ ହରଡ ଡାଲି ଦେବାକୁ ଘୋଷଣା କରିଥିଲେ।…

ବଜ୍ରପାତରେ ପ୍ରାଣ ହରାଇଲା ୧୨ ବର୍ଷର ଝିଅ

ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୂରଭଂଜ ଜିଲ୍ଲା  ଜାମୁଦା ଥାନା ଅନ୍ତର୍ଗତ ତେଣ୍ଡରା ଗ୍ରାମରେ ଜନୈକ ନାବାଳିକା ଝିଅ ବଜ୍ରପାତରେ ମୃତ୍ୟୁ ହୋଇଛି । ପ୍ରକାଶ ଥାଉକି ତେଣ୍ଡରା ଗ୍ରାମର ସ୍ବର୍ଗତ ଗୁଲିଆ ଶିର୍କାର ୧୩ ବର୍ଷୀୟା ଝିଅ ଶିବାନି ଶିର୍କା ଗତକାଲି ଘର ସମ୍ମୁଖରେ  ଛିଡ଼ା ହୋଇଥିବା ବେଳେ…

କରୋନା ଲଢେଇ :  ୩୫ ଜଣ ଅଙ୍ଗନୱାଡି କର୍ମୀ, ଆଶା ଓ ଏଏନମଙ୍କୁ ସମ୍ବର୍ଦ୍ଧନା 

ପଦ୍ମପୁର,(ଶାସକ ପ୍ରଶାସକ): ପଦ୍ମପୁର ନିର୍ବାଚନ ମଣ୍ଡଳୀର ସର୍ଗିବାହାଲ ଓ ବରତୁଣ୍ତା ଗ୍ରାମ ପଞ୍ଚାୟତ ର କରୋନା ଯୁଦ୍ଧା ଗ୍ରାମର ଝାଙ୍କର ସମେତ ୩୫ ଜଣ ଅଙ୍ଗନୱାର୍ଡ କର୍ମୀ, ଆଶା ଦିଦି ଓ ଏ ଏନ୍ ଏମ୍ ମାନଙ୍କୁ ପାଦ ଧୋଇ ସମ୍ବର୍ଦ୍ଧନା କରାଯିବା ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା  ।…