ଧରାପଡିଲା ବଡ ଶିଳ୍ପ ସଂସ୍ଥାର ଜାଲ ସାଜୀ
ଭୁବନେଶ୍ୱର : ଗୋଟିଏ ଗୁରୁତ୍ୱପୂର୍ଣ ପବ୍ଲିକ୍ କ୍ରୟରେ ଏକ ବଡ଼ ଶିଳ୍ପ ସଂସ୍ଥାର ଅନୈତିକ କାର୍ଯ୍ୟକଳାପକୁ ପୂର୍ବତଟ ରେଳପଥ ର ଟେଣ୍ଡର କମିଟି ଚତୁରତାର ସହ ଧରିଛି l ଏକ ପ୍ରମୁଖ ପାଇଲଟ ପ୍ରକଳ୍ପରେ ପରିଚାଳନା ଦକ୍ଷତା ବୃଦ୍ଧି କରିବାପାଇଁ ପୂର୍ବ ତଟ ରେଳପଥ କେତେକ ଲୋକୋ ଆଟାଚମେଣ୍ଟ…