ରେଳବାଇ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ : ଓଡିଆ ପ୍ରବାସୀ ଶ୍ରମିକ ଟ୍ରେନରେ ଏକ ନବଜାତ ଶିଶୁର ଜନ୍ମ |
ଟିଟିଲାଗଡ (ଗୌରବ ଦର୍ଜୀ): ଆଜି ସକାଳେ ଲିଙ୍ଗାମପାଲି (ତେଲେଙ୍ଗାନା) ରୁ ବଲାଙ୍ଗୀରରେ ପହଞ୍ଚିବାକୁ ଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଟିଟିଲାଗଡ ରେଲୱେ ଷ୍ଟେସନରେ ପହଞ୍ଚିଥିବା ବେଳେ ଡ୍ୟୁଟିରେ ଉପସ୍ଥିତ ଥିବା ରେଲୱେ ପ୍ରୋଟେକ୍ସନ ଫୋର୍ସର କନଷ୍ଟେବଳ ଙ୍କୁ ଏକ ମହିଳାର ପରିବାର ସଦସ୍ୟ…