ଚୋରା ପିଆଶାଳ କାଠ ବୋଝେଇ ପିକ ଅପ ଜବତ୍ : ଡ୍ରାଇଭର ଫେରାର୍

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ରେଞ୍ଜ୍ ଅଧିନସ୍ଥ  ସାନ୍ତବାହାଳ ଅଂଚଳରୁ ଚୋରା ପିଆଶାଳ କାଠ ବୋଝେଇ ଏକ ଟାଟା ଏସ୍ ଗାଡ଼ିକୁ ବନ ବିଭାଗ ଜବତ୍ କରିଥିବା ଜଣାପଡ଼ିଛି। ତେବେ  ଗାଡ଼ିକୁ ଛାଡ଼ି ଡ୍ରାଇଭର ଘଟଣାସ୍ଥଳରୁ  ଫେରାର ହୋଇଯାଇଛି। ଖବରରୁ ପ୍ରକାଶ ଯେ  ଓଡି-୦୯-୦୭୯୪ ଟାଟା ଏସ୍ ଗାଡ଼ିରେ ସାଇଜ୍…

ରାଜ୍ୟରେ ଆଜି ଅଠତିରିଶ ଶହ ଟପିଲା କରୋନା

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ  ୩୮୨୦ ଜଣ କୋଭିଡି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨୮୬ଜଣ ସଂଗରୋଧରୁ ଓ  ୧୫୨୪ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ଗତକାଲି ୩୪୪୩ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୦୩୧ରେ…

ଉପରମୁହାଁ ଭୁତାଣୁ , ଟପିଲା ୪୧ ଲକ୍ଷ  

୨୪ ଘଣ୍ଟା ଭିତରେ ସାରା ଦେଶରେ ୯୦,୬୩୩ /୧,୦୬୫     ମୃତ୍ୟୁ ଟପିଲା  ୭୦ ହଜାର , ଦିନକରେ ସୁସ୍ଥ ୭୦୦୦୦ରୁ ଉର୍ଧ୍ଵ  ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ   ୯୦,୬୩୩ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୦୬୫ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ…

ସରକାର ଶୁଣିବେ କି ବନ୍ଦନାର ଦୁଃଖ : ଯୋଗାଇଦେବେ କି ସହାୟତା !

ବରଗଡ :- ପାଇକମାଲ ବ୍ଲକ ଖୁର୍ସାପାଲି ଗ୍ରାମର ସୋନୁ ବାଗଙ୍କ ୧୧ ବର୍ଷୀୟ ଝିଅ ବନ୍ଦନା ବାଗ ଗତ ଚାରିବର୍ଷ ହେଲା ମାନସିକ ବିକୃତି ଆରମ୍ଭ ହୋଇଛି ଯାହାଦ୍ୱାରା ସେ ପାଠପଢ଼ା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୋନୁ ବାଗ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏକ…

ପଦରୁ ନିଲମ୍ବିତ ହେଲେ ସରପଞ୍ଚ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ପଞ୍ଚାୟତ ର ସରପଞ୍ଚ ନିରୂପମା ସିଂହ ଙ୍କୁ ବରଗଡ଼ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ନିଲମ୍ବିତ କରିଛନ୍ତି । ଜିଲ୍ଲାପାଳଙ୍କ ଚିଠି ନମ୍ବର 696/GP Dt 4/09/2020 ଅନୁସାରେ ସରପଞ୍ଚ ନିରୂପମା ସିଂହ ଙ୍କୁ ଧାରା 115 ର ଉପଧାର 2 ,OPG…

ନାକ ଥିଲା ବେଳକୁ ନୋଥ ନାହିଁ, ହେଲେ ଆଉ କେତେଦିନ

ପହଁଚି ପାରିଲାନି ଆମ୍ବୁଲାନ୍ସ,ଚାଲିଚାଲି ପ୍ରାୟ ଏକ କିମି ରାସ୍ତା ଗଲେ ଗର୍ଭବତୀ ମହିଲା  ।  ପଦ୍ମପୁର: ଗର୍ଭବତୀ ମହିଲା ମାନେ ସୁବିଧାରେ ତଥା ବିନାମୂଲ୍ୟରେ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେବା ପାଇଁ ସରକାର ଜନନୀ ଏକ୍ସପ୍ରେସ ମାନ ଚଲାଉଛନ୍ତି । ହେଲେ କେତେକ ସ୍ଥାନକୁ ରାସ୍ଥା ନଥିବା…

ଅଲୋଡା ପ୍ରଶାସନ : ବର୍ଷା ଧୋଇଦେଲା ପୋଲ, ନିଜ ଉଦ୍ୟମରେ ପୋଲ ମରାମତି କଲେ ଗ୍ରାମବାସୀ ।

ପଦ୍ମପୁର:   - ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଲୁହୁରାକୋଟ ଗ୍ରାମ । ଚାରି ଗୋଟି ୱାର୍ଡ ବିଶିଷ୍ଟ ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୧୫୦୦ । ଓଡିଶା ଏବଂ ଛତିଶଗଡ ସିମାରେ ଥିବା ଏହି ଉପାନ୍ତ ଅଂଚଳ ଚାରି ଆଡୁ ପାହାଡ ଏବଂ ନଦୀ ଦ୍ୱାରା ଘେରି ହୋଇ ରହିଛି । ମାଓପ୍ରବଣ ଥିବା ଏହି ଅଂଚଳ ସତେ…

ଯୁବ ଛାତ୍ର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ବବିଙ୍କ ମାରାଥନ ଭର୍ଚୁଆଲ ବୈଠକ 

ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ନିଷ୍ପତ୍ତି ଦୁରଦୃଷ୍ଟି ସମ୍ପନ୍ନ ଓ ଐତିହାସିକ : ବବି  ଭୁବନେଶ୍ୱର (ଶାସକ ପ୍ରଶାସକ ) : ଯୁବ ଛାତ୍ର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବାକୁ  ବିଜେଡି ପକ୍ଷରୁ ଚାଲିଛି ମାରାଥନ ଭର୍ଚୁଆଲ ବୈଠକ | ଦଳର ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ…

ପଥର ମାଡରେ ଅଭିଯୋଗକାରୀ ଆହତ: ଥାନାରେ ମାମଲା ରୁଜୁ

ମେଲଛାମୁଣ୍ଡା,(ଶାସକପ୍ରଶାସକ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସମାରପାଲିରେ ଏକ ଗଣ୍ଡଗୋଲ ଘଟି ଗୌରିଶଙ୍କର ସାହୁ ନାମକ ଜଣେ ବ୍ୟକ୍ତି ଆହତ ହେବା ସହ ମେଲଛାମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏ ନେଇ ମେଲଛାମୁଣ୍ଡା ଥାନାରେ ୧୪୩/୨୦ ଦଫା ୩୪୧,୩୨୩,୨୯୪, ୩୨୫, ୪୨୭, ୫୦୬…

ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ବର ତରଫରୁ ” ଦୀକ୍ଷାନ୍ତ ” କାର୍ଯ୍ୟକ୍ରମ

ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ସ୍ଥିତ ବୁରୋମୁଣ୍ତା ଗ୍ରାମ ଠାରେ ଆଜି ଶନିବାର ଦିନ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ବର ତରଫରୁ " ଦୀକ୍ଷାନ୍ତ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ପଶ୍ଚିମ ଓଡିଶାର ସର୍ବ ପୁରାତନ କଳା ସଂପ୍ରଦାକୁ " ଦୀକ୍ଷାନ୍ତ " ମାଧ୍ୟମରେ ପ୍ରାରମ୍ଭ …