ମୟୂରଭଞ୍ଜ :ମାସ୍କ ପିନ୍ଧି ନ ଥିବାରୁ ୧.୪୫ ଲକ୍ଷ ଟଙ୍କା ଜୋରିମାନା ଆଦାୟ

ଚଳିତ ମାସରେ ୯.୭୮ ଲକ୍ଷ ଜୋରିମାନା ଆଦାୟ ବାରିପଦା(ଦିଲ୍ଲୀପ ମହାନ୍ତି )- ନୋଭେଲ କୋଭିଡ଼-୧୯ ମହାମାରୀ ମୁକାବିଲା ନିମନ୍ତେ ଜାରି ରହିଛି ମହାସଂଗ୍ରାମ । ଏହିସମୟରେ ଜୁନ ପହିଲାଠାରୁ ପଞ୍ଚମ ପାଳିର ଲକ୍ ଡ଼ାଉନ ବା ଅନ୍ଲକ୍-୧ ମାଗଦର୍ଶୀକା ଜାରି ହୋଇଛି । ଏହି ସମୟରେ ପୁଲିସ ଡ଼ିଜି ମାସ୍କ…

ଆଉ 10 କରୋନା ପଜିଟିଭ

ଗଜପତି ଜିଲ୍ଲାରେ ଆଜି (ଶନିବାର ଦିନ) ପୁଣି ନୂଆ ୧୦ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା । http://www.youtube.com/watch?v=JHP0AHAulew

ମାଇକ୍ରୋଫାଇନେନ୍ସ କମ୍ପାନୀ ପକ୍ଷରୁ ଟଙ୍କା ଆଦାୟକୁ ବିରୋଧ

ସମ୍ବଲପୁର/ଝାରସୁଗୁଡା(ରମାକାନ୍ତ ବିଶ୍ବାଳ): ଲକ ଡାଉନ ସମୟରେ ସମସ୍ତ ରୁଣ ଆଦାୟ ଉପରେ ସରକାର ରୋକ ଲଗାଇଥିଲେ ହେଁ ଝାରସୁଗୁଡା ଜିଲ୍ଲାରେ କିଛି ମାଇକ୍ରୋ ଫାଇନାନ୍ସ କମ୍ପାନୀ ଜୋରଜବରଦସ୍ତ ରୁଣ ଆଦାୟ କରୁଥିବା ଅଭିଯୋଗ ହୋଇଛି । ମାଇକ୍ରୋ ଫାଇନାନ୍ସ ଏଜେଣ୍ଟମାନେ ଘରକୁ ଆସି ଗରିବ…

ରାଜ୍ୟରେ କୌଣସି ସ୍କୁଲ ବନ୍ଦ ହେବନି : ଜୁନ ୮ ରୁ ଆରମ୍ଭ ହେବ ନାମ ଲେଖା 

ଭୁବନେଶ୍ୱର : ୨୦ରୁ କାମ ଛାତ୍ର ଛାତ୍ରୀ ଥିଲେ ସ୍କୁଲ ବନ୍ଦ ହେବ ବୋଲି ରାଜ୍ୟ ସରକାର ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି | ରାଜ୍ୟରେ କୌଣସି ସ୍କୁଲ ବନ୍ଦ ହେବନି | ଆସନ୍ତା ଶିକ୍ଷା ବର୍ଷ ପାଇଁ ଜୁନ ୮ ରୁ ଆରମ୍ଭ ହେବ ନାମ ଲେଖା  | ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ…

ମୟୂରଭଞ୍ଜ : ଚିହ୍ନଟ ହେଲେ ୧୩ କରୋନା ଆକ୍ରାନ୍ତ

ପ୍ରଥମ ଥର ସଙ୍ଗରୋଧ କେନ୍ଦ୍ର ବାହାରୁ ଜଣେ କରୋନା ପଜିଟିଭ ଚିହ୍ନଟ କରୋନା ଆକ୍ରାନ୍ତଙ୍କୁ ନେଇ ଜନସାଧାରଣରେ ଉଦ୍ବେଗ ବାରିପଦା(ଦିଲ୍ଲୀପ ମହାନ୍ତି )- ପୁଣି ଆଜି ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୧୩ କରୋନା ପଜିଟିଭ । ଏମାନଙ୍କ ମଧ୍ୟରୁ ୬ ଜଣ ସରକାରଙ୍କ ଅସ୍ଥାୟୀ କ୍ୱରେଣ୍ଟିନ, ୬ ଜଣ…

ସୁସ୍ଥ ହେଲେ ୧୧୨ ଜଣ କରୋନା ଆକ୍ରାନ୍ତ : ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୧୭୧୬ରେ 

ଭୁବନେଶ୍ୱର : ଆଜି  ରାଜ୍ୟରେ ସୁସ୍ଥ ହେଲେ ୧୧୨ ଜଣ କରୋନା ଆକ୍ରାନ୍ତ |  ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୧୭୧୬ରେ | ଆଜି ସୁସ୍ଥଙ୍କ ମଧ୍ୟରେ କେନ୍ଦ୍ରାପଡ଼ାରୁ ୩୩ ଜଣ, ବଲାଙ୍ଗୀରରୁ ୧୬ ଜଣ , ଯାଜପୁରରୁ ୧୧ଜଣ , ସୁନ୍ଦରଗଡରୁ ୧୦ ଜଣ,ଜଗତ୍ସିଂହପୁରରୁ ୮ ଜଣ, ଗଂଜାମ  ଓ…

ତିନି ଠାକୁର ଅଣସର ଘରେ,  ଅଲାରନାଥ ବି ୧୪୪ ଧାରାରେ

ପୁରୀ (ସ୍ୱତନ୍ତ୍ର ପ୍ରତିନିଧି) : ପ୍ରଚଳିତ ବିଧି, ପରଂପରା ଓ ଲୋକୋକ୍ତି ଅନୁଯାୟୀ ଅଣସର ଘରେ ତିନି ଠାକୁର ରହିବା ପରେ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ଦର୍ଶନ ଅନୁରୂପ କରିଥାନ୍ତି  ଭକ୍ତମାନେ | ହେଲେ ଏଥର କିନ୍ତୁ ସେ ସୌଭାଗ୍ୟ ବି ମିଳିବନି ଶ୍ରଦ୍ଧାଳୁ ଭକ୍ତଙ୍କୁ | ଅଣସର ପିଣ୍ଡି ଉପରେ…

ଜମିବାଡ଼ି ବିବାଦ ଯୋଗୁଁ ଡବଲ ମର୍ଡର :  ନିଜ କାକା ଓ କାକିକୁ ହତ୍ୟା କଲା ପୁତୁରା 

ବଲାଙ୍ଗୀର ( ଗୌରବ ଦର୍ଜୀ)- ବଲାଙ୍ଗୀର  ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତ କୁଟ୍ରାବେଡା ଗାଁ ରେ ଘଟିଯାଇଛି ଅଭାବନିୟ ଘଟଣା ।  ନୃଶଂସ ଭାବେ ହତ୍ୟା କରିଛି ନିଜ ପୁତୁରା କାକା ଓ କାକି କୁ ଧାରୁଆ ଅସ୍ତ୍ର ରେ ହାଣି କୂଅରେ ଫିଙ୍ଗିଦେଇଛି । ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି…

ଓଡ଼ଗାଁ ବ୍ଳକ ଅଞ୍ଚଳରେ କାୟା ବଢାଇ ଚାଲିଛି କରୋନା

 ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲାରେ କରୋନା କାୟାବିସ୍ତାର କରିଚାଲିଥିବା ବେଳେ ଓଡ଼ଗାଁ ବ୍ଳକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଁଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ବଢୁଛି ଲୋକମାନେ କଟକଣାକୁ ସେତିକି ହାଲକା  ଭାବେ ନେଉଥିବା ଦେଖିବାକୁ ମିଳୁଛି ।…