ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା ଘଟଣା: ଗ୍ରାମରେ ପହଞ୍ଚି ତଦନ୍ତ କଲେ ସାଇଣ୍ଟିଫିକ ଟିମ ଓ ଡଗ…
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧୀନ ସାରଦାଗୁଡା ଗ୍ରାମରେ ଗତ ଶନିବାର ଦିନ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ସାରଦାଗୁଡା ଗ୍ରାମରେ ରହୁଥିବା ସ୍ବର୍ଗତ ସହଦେଵ ନାୟକ ଙ୍କ…