“କେନ୍ଦ୍ର ସରକାରଙ୍କ ଏକ ରାଷ୍ଟ୍ର ଏକ ବଜାର ନୀତି ଘୋଷଣା ଚାଷୀଙ୍କ ପାଇଁ ବରଦାନ ସଦୃଶ୍ୟ”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷି ଓ କୃଷକର ସର୍ବାଙ୍ଗୀନ ବିକାଶ ପାଇଁ ଏକ ରାଷ୍ଟ୍ର ଏକ ବଜାର ନୀତି ଘୋଷଣା କରିଛନ୍ତି । ଗଜପତି ଜିଲ୍ଲାର ଚାଷୀ ଏହାକୁ ସ୍ୱାଗତ କରିବା ସହ ଏଭଳି ନୀତି ସେମାନଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଥିବା ଯୋଗୁଁ ସେମାନେ…