ବଜ୍ରାଘାତରେ ଠିକାଦାରଙ୍କ କ୍ୟାମ୍ଫ ଜଳିଗଲା : ଜଣେ ଜିବନ୍ତ ଦଗ୍ଧ, ସାତ ଗୁରୁତର
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବୈଦେଶପାଲି ଗାଁ ମୁଣ୍ଡରେ ଥିବା ଠିକାଦାରଙ୍କ କ୍ୟମ୍ପରେ ବୁଧବାର ଅପରାହ୍ନରେ ବଜ୍ରାଘାତ ଯୋଗୁଁ ଜଳିଯାଇଛି । କ୍ୟାମ୍ଫ ଭିତରେ ଆଶ୍ରୟ ନେଇଥିବା ସାତ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ…