କେରଜଙ୍ଗ ଓ ଜରପଡା ଷ୍ଟେସନ ମଧ୍ୟରେ ମାନବରହିତ ଲେବଲ କ୍ରସିଂ ବନ୍ଦ
ସମ୍ବଲପୁର-ଅନୁଗୁଳ ରେଳପଥରେ କେରଜଙ୍ଗ ଓ ଜରପଡା ଷ୍ଟେସନ ମଧ୍ୟରେ ଉପମାର୍ଗ କାର୍ଯ୍ୟକ୍ଷମ
ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ସମ୍ବଲପୁର-ଅନୁଗୁଳ ରେଳପଥରେ କେରଜଙ୍ଗ ଓ ଜରପଡା ଷ୍ଟେସନ ମଧ୍ୟରେ ରାସ୍ତା ବ୍ୟବହାରକାରୀଙ୍କ ସୁବିଧାପାଇଁ ରେଳଧାରଣା ତଳେ ରୋଡ଼ ଅଣ୍ଡର ବ୍ରିଜ (ଉପମାର୍ଗ)କୁ…