ଗଜପତି ଜିଲ୍ଲାପାଳଙ୍କ “ସମ୍ପୂର୍ଣ୍ଣ ମାସ୍କ ଗ୍ରାମ ” ପରିଦର୍ଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନାରୁ ନିଜକୁ ଦୂରେଇବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ ହୋଇଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ଏହାକୁ ଜିଲ୍ଲାର ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଏକ ଯୋଜନା ଆରମ୍ଭ କରିଛନ୍ତି ଯାହାର ନାମ " ସମ୍ପୂର୍ଣ୍ଣ ମାସ୍କ ଗ୍ରାମ" ଅଭିଯାନ।
…