କଟା ମୁଣ୍ଡ ଧରି ଥାନାରେ ବୁଧୁରାମ
ଅନ୍ଧ ବିଶ୍ୱାସ ଓ କୁସଂସ୍କାରର କରୁଣ ପରିଣତି
ଡ଼ାହାଣୀ ଓ ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା
କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ
ବାରିପଦା (ଦିଲ୍ଲୀପ ମହାନ୍ତି )- ଗୋଦରା କୋଡେ଼ ଯେତେ ମାଡେ଼ ସେତେ । ଆଧୁନିକ ଜ୍ଞାନ କୌଶଳ ବିଜ୍ଞାନର…