ମାଆ କନ୍ଧୁଣି ଦେବୀଙ୍କ ଚତୁର୍ଥ ବାର୍ଷିକ ଉତ୍ସବ
ବେଲଗୁଣ୍ଠା,୨୪/୦୫,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଚଢ଼ିଆପଲ୍ଲୀ ଗ୍ରାମର ଇଷ୍ଟଦେବୀ ମାଆ କନ୍ଧୁଣୀ ଦେବୀଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଆଜି ସକାଳୁ ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିରରେ ମାଆଙ୍କ ସ୍ନାନ ଏବଂ ସକାଳ ଆଳତି ଅନୁଷ୍ଠିତ ହେବା…