ଏକ ସ୍ୱରରେ ଅଭିଯୋଗ କଲେ ୧୨ ଦଳ : କରୋନା ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ବିଫଳ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଦେଶ ଏବଂ ରାଜ୍ୟରେ କରୋନା ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଚରମ ବିଫଳତାକୁ ଟାର୍ଗେଟ କରି ଆଜି ଓଡ଼ିଶାର ୧୨ ଟି ବିରୋଧୀ ରାଜନୈତିକ ଦଳ ଏକାଠି ହୋଇ ମିଳିତ କାର୍ଯ୍ୟକ୍ରମ କରିବାର ନିଷ୍ପତ୍ତି ନେଇଛନ୍ତି l କଂଗ୍ରେସ,…