ଯୁବତୀଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନାରେ ସନ୍ଧ୍ୟା ସମୟରେ ଛେଳିଆମାଲ ଗ୍ରାମରେ ଏକ ଯୁବତୀର ଖଣ୍ଡିତ ଶବ ପଡିଥିବା ଖବର ପାଇବା ପରେ ପାଇକମାଲ DSP ଶ୍ରୀ ଦିନେଶ ନାଏକ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ତୁରନ୍ତ ନିଜର ସହକର୍ମୀ ଙ୍କର ସହିତ ଘଟଣା ସ୍ଥଳକୁ ପହଂଛି ଥିଲେ । ଘଟଣା ସ୍ଥଳରେ…

ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କର ପାଇକମାଲ ବ୍ଲକ ଗସ୍ତ 

ବରଗଡ :- ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଓ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଆଜି ପାଇକମାଲ ବ୍ଲକ ଲଖମରା ପଞ୍ଚାୟତର ବମରୀତ ନିବାସୀ କୁମାରୀ ସଞ୍ଚିତା ମହାନନ୍ଦଙ୍କର ଘରକୁ ଯାଇ ସଞ୍ଚିତା ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ…

ସୁସ୍ଥ ହେଲେ ଆଉ ୧୫୩ ଜଣ

ଭୁବନେଶ୍ୱର : ଆଜି ସକାଳେ ୧୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ  ଆଜି ସୁସ୍ଥ ହୋଇଛନ୍ତି  ଆଉ ୧୫୩ ଜଣ | ଆଉ ଏଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୩୨୦୦ରେ | ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି କଟକର ୪୩ ଜଣ, ଜଗତସିଂହପୁରର ୨୧ ଜଣ,…

ସୁପ୍ରିମକୋର୍ଟରେ ସାନି ଗୁହାରି : ପୁରୀକୁ ସଟ ଡାଉନ କରି ରଥ ଯାତ୍ରା ହେଉ 

ପରିଚାଳନା କମିଟି ସରକାରଙ୍କୁ କରିଥିବା  ନିବେଦନ ସରକାର ଗ୍ରହଣ କରିନଥିଲେ : ଗଜପତି  ପୁରୀ/ଅନିମେଶ ପଟ୍ଟନାୟକ : କଣ କାଳିଆ ଠାକୁରଙ୍କ ଲୀଳା ଅଛି କେଜାଣି, ! ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ କ୍ଷମା ଦେବେନି ବୋଲ ଦର୍ଶାଇ ଏକ ପ୍ରକାର ହାତ ଟେକିଦେଇଥିବା ତଥା ସୁପ୍ରିମକୋର୍ଟଙ୍କ…

ରାଜବୋଡାସମ୍ବର ବ୍ଳକସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ ଶିବିର 

ପଦ୍ମପୁର-ରାଜବୋଡାସମ୍ବର ବ୍ଳକସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର ତହସିଲଦାର ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ  ଯୋଗଦେଇ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ…

 ନିଜେ ସତର୍କ ରହି ନିଜକୁ ବଞ୍ଚାଇବା , ସାରା ସମାଜକୁ ବଞ୍ଚାଇ ବି ପାରିବା : ସାଂସଦ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଗ୍ରସ୍ତରେ ଆସି ପହଞ୍ଚି ଥିଲେ। ଏହି ଅବସରରେ ଉପସ୍ଥିତ ଥିବା ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ଯେ ଆସନ୍ତା…

ସିଡ଼ିଏମଓ ସ୍ତରରେ ବ୍ୟାପକ ଅଦଳବଦଳ : ଡ଼ଃ ଏଲ ଡ଼ି ସାହୁ କ୍ୟାପିଟାଲ ଓ ଡ଼ଃ ନୀଳକଣ୍ଠ ମିଶ୍ର ଆରଜିଏଚ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ), ସ୍ପେଶାଲିଷ୍ଟ ଏବଂ ଅନ୍ୟାନ୍ୟ ପଦପଦବୀରେ ବଡ ଧରଣର ଅଦଳବଦଳ କରାଯାଇଛି । ଏ ନେଇ ଗୁରୁବାର ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ବୌଦ୍ଧ…

ଭାରତ-ଚାଇନା ସୀମା ଉତ୍ତେଜନା ପ୍ରସଙ୍ଗ : ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଭାରତ- ଚୀନ ସୀମାରେ ସୃଷ୍ଟ ପରିସ୍ଥତି ଉପରେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେବେ ବୈଠକ | ଆଜି ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ସଭାପତିମାନେ ଯୋଗ ଦେବେ | ଭିଡିଓ କନଫରେନସିଂରେ ଅନୁଷ୍ଠିତ…

ସମୀକ୍ଷା ଆବେଦନ କରି ରଥଯାତ୍ରାର ମାର୍ଗକୁ ପ୍ରଶସ୍ତ କରାଯାଉ – ଭିଏଚପି

ସୁନ୍ଦରଗଡ଼ / ହୋରାଚାନ୍ଦ ଦେଉରିଆ- କୋଟି କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର ଶ୍ରୀ ଜଗନ୍ନାଥ ରଥଯାତ୍ରାକୁ ବନ୍ଦ କରାନଯାଉ ବୋଲି ଦାବୀ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ ! ତାସହିତ ସମୀକ୍ଷା ଆବେଦନ ଜରିଆରେ…