ଝାରସୁଗୁଡ଼ା ସରବାହଲ ଠାରେ ୫ ଏକର ଜମିରେ ନିର୍ମାଣ ହେବ ଅତ୍ୟାଧୁନିକ ‘ଫୁଡ୍ କୋର୍ଟ’ ଓ ‘ଖାଓ ଗଲି’ ; ଜିଲ୍ଲାପାଳଙ୍କ…
ଝାରସୁଗୁଡ଼ା: ସହରର ସରବାହଲ ଅଞ୍ଚଳରେ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଷ୍ଟ୍ରିଟ୍ ଭେଣ୍ଡର (ଖୁଚୁରା ବ୍ୟବସାୟୀ) ମାନଙ୍କର ସ୍ଥାୟୀ ଥଇଥାନ ଏବଂ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ସ୍ୱରୂପ ପୌରପାଳିକା ଅଞ୍ଚଳର ବ୍ୟବସାୟୀଙ୍କ ପାଇଁ ସରବାହାଲ ନିକଟରେ ପ୍ରାୟ ୫ ଏକର…