ବାଙ୍କସାଲ ଡ୍ୟାମରେ ବୁଡି ମସ୍ୟଜୀବୀଙ୍କ ମୃତ୍ୟୁ 

ସମ୍ବଲପୁର/ଜମନକିରା(ରମାକାନ୍ତ ବିଶ୍ବାଳ ): ଜମନକିରା ବ୍ଲକ ସୁଦବଲଣ୍ଡl ରେ ଥିବା ବାଙ୍କସାଲ ଡ୍ୟାମ ରେ ବୁଡି ଜଣେ ମସ୍ୟଜୀବି ଙ୍କ ମୃତ୍ୟୁ ହୋଇଛି l ଜମନକିରା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରିଛି l ମୃତ ଯୁବକ ଜଣକ ହେଲେ ସୁଦବଲାଣ୍ଡl ରାଉତପଡା ଗ୍ରାମ ର ଚରଣ ସିଂ(42) ବୋଲି…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ରେଙ୍ଗାଲି ବିଧାୟକ 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):   ଆଜି ସମ୍ବଲପୁର ମହାନଗର ନିଗମ ଅଧିନ ୱାର୍ଡ ନଂ - ୪୧ ଅଞ୍ଚଳରେ ରହୁଥୁବା ହିତାଧିକାରି ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବାସଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ୱାର୍ଡ ନଂ - ୪୧ ରେ ଏହି ଯୋଜନା ରେ ସମୁଦାୟ ୧୩୫ ଜଣ…

ପ୍ରଫେସର ନାରାୟଣ ପୃଷେଠଙ୍କ ୭୮ ତମ ଜୟନ୍ତୀ 

ବରଗଡ଼(ଶାସକ ପ୍ରଶାସକ) -ବିଶିଷ୍ଟ ସାହିତ୍ୟକ ସ୍ୱର୍ଗତ ନାରାୟଣ ପୃଷେଠଙ୍କ ୭୮ ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ପାଳିତ ହୋଇ ଯାଇଛି । ପ୍ରଫେସର ନାରାୟଣ ପୃଷେଠ ସ୍ମୃତି ସମିତି ବରଗଡ଼ ପକ୍ଷରୁ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘର ରାଧାବଲ୍ଲଭ ମିଶ୍ର ସ୍ମାରକୀ ହଲ ଠାରେ…

ରାକ୍ଷସ ସାଜିଲେ କୁଳନନ୍ଦନ : ଅମାନୁଷିକ ଭାବେ ନେଲେ ବାପାର ଜୀବନ

http://www.youtube.com/watch?v=EEm0mTN6k6Y ବୁଗୁଡ଼ା / ଡ଼ କୁମୁଦ ରଞ୍ଜନ ବେହେରା : ପୁଅ ସାଜିଲେ ରାକ୍ଷସ ଆଉ ଘଟାଇଲେ ବର୍ବର କାଣ୍ଡ | ଜନ୍ମଦାତା ପିତାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କଲେ | ଆଉ ଆକ୍ରମଣରେ ମା ବି ବାଡ଼ ପଡିଲେନି | କାରଣ ଅସ୍ପଷ୍ଟ ହେଲେ ବି ପୁଅ କେମିତି…

ଡେଙ୍ଗୁ, ମ୍ୟାଲେରିଆ ଓ କୋଭିଡ୍-୧୯ ନିରାକରଣ ସମ୍ପର୍କିତ ବୈଠକ

ଚମ୍ପୁଆ,(ଶାସକ ପ୍ରଶାସକ) : ବଡ଼ବିଲ ପୌରପାଳିକା ଅଂଚଳରେ ଡେଙ୍ଗୁ, ମ୍ୟାଲେରିଆ ଏବଂ ମହାମାରୀ କରୋନା (କୋଭିଡ୍-୧୯)  ନିରାକରଣ ସମ୍ପର୍କିତ ଏକ ବୈଠକ ପୌରପାଳିକା ସଭାଗୃହଠାରେ ଅନୁଷ୍ଠିତ  ହୋଇଯାଇଛି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉକ୍ତ ବୈଠକରେ ଚମ୍ପୁଆ…

ଶେଷରେ ବଦଳିଲେ ବିବାଦୀୟ ବିଡ଼ିଓ

  ବାରିପଦା(ଦିଲ୍ଲୀପ ମହାନ୍ତି )- ବିଳମ୍ବରେ ହେଲେ ମଧ୍ୟ ଶେଷରେ ବାରିପଦା ବ୍ଲକର ବିବାଦୀୟ  ବିଡ଼ିଓ ସରୋଜ କୁମାର ଦାଶ ବଦଳିଲେ । ଜୁନ ୧୯ରେ ବିଡ଼ିଓ ଶ୍ରୀଦାଶ ଆକୁଳ ଚନ୍ଦ୍ର ନାଏକଙ୍କୁ ଦାୟିତ୍ୱ ହସ୍ତାନ୍ତର  କରିଥିବାର ଜଣାପଡ଼ିଛି । ସେହିପରି ବାରିପଦା ପୌର ପରିଷଦର ଅତିରିକ୍ତ ଦାୟିତ୍ୱ…

ଆଜି ରାଜ୍ୟରେ ରେକର୍ଡ : କରୋନା ଯୋଦ୍ଧାଙ୍କ ପାଇଁ ବଡ ସଫଳତା 

ଗୋଟିଏ ଦିନରେ ସୁସ୍ଥ ହୋଇ ଘରକୁ ଫେରିଲେ ୨୩୭  ଜଣ   ଭୁବନେଶ୍ୱର :  କରୋନାରେ ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ସର୍ବକାଳୀନ ରେକର୍ଡ ହୋଇଛି ରୋଗୀ ସୁସ୍ଥ ହେବାରେ | ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୩୭  ଜଣ | ଫଳରେ ରାଜ୍ୟରେ କରୋନାରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା …

ଯୋଗାଣ ସହାୟକଙ୍କ ନାଁ ରେ ଦୁଷ୍କର୍ମ ଅଭିଯୋଗ :  ଏସ.ପି ଙ୍କ ଦ୍ୱାରସ୍ଥ ହେଲେ ଆଠମାସର ଗର୍ଭବତୀ ଯୁବତୀ

ବିବାହର ପ୍ରତିଶୃତି ଦେଇ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ । ନ୍ୟାୟ ପାଇଁ ବାରଦୁଆର ଗର୍ଭବତୀ ଯୁବତୀ ।  ମୁରିବାହଲ୍ /ଟିଟିଲାଗଡ-ଗୌରବ ଦର୍ଜି : ଏମିତି ଏକ ସମ୍ୱେଦନଶୀଳ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚଲକି ଗାଁ ରେ । ଗତ ସେପ୍ଟେମ୍ୱର ମାସରେ ଜଣେ ନାବାଲିକାକୁ ବିବାହ  ହେବାର…

ରଥଯାତ୍ରା ନେଇ ଅଦାଲତକୁ ଭୂଲ ତଥ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ, ସାଲଭେ, ଆଇନମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନାଁରେ…

ପୁରୀ(ଅନିମେଶ ପଟ୍ଟନାୟକ) :  ରାଜ୍ୟ ସରକାର  ମାନ୍ୟବର ଅଦାଲତଙ୍କୁ ଭୁଲ ତଥ୍ୟ ଦେଇଛନ୍ତି।  ସରକାରଙ୍କ ତରଫରୁ ହରିଶ ସାଲଭେ ରଥଯାତ୍ରା ହେଲେ ୧୦ରୁ୧୨ ଲକ୍ଷ ଲୋକ ହେବେ ବୋଲି ଏକ ଭିତ୍ତିହୀନ ତଥ୍ୟ ଉପସ୍ଥାପନ କରିଥିଲେ ବୋଲି ଅଭିଯୋଗ ଆଣିଛି ଯୁବ କଂଗ୍ରେସ । ଏ ନେଇ ଯୁବ କଂଗ୍ରେସ ତରଫରୁ…

ଓଡିଶା ସମେତ ୬ ରାଜ୍ୟରେ ଲୋକର୍ପିତ ହେଲା “ଗରିବ କଲ୍ୟାଣ ରୋଜଗାର ଅଭିଯାନ”

http://www.youtube.com/watch?v=h55wTgBFTAs ବିହାର ଖଗରିଆ ଜିଲ୍ଲା ବେଲଦାଉର ବ୍ଲକର ତେଲିହାର ଗ୍ରାମରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଲା ଶୁଭାରମ୍ଭ  • ଓଡିଶା ପକ୍ଷରୁ ପ୍ରତିନିଧିତ୍ବ କଲେ ପଞ୍ଚାୟତିରାଜ,ପାନୀୟ ଜଳ, ନଗରଉନ୍ନୟନଓ ଗୃହନିର୍ମାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା •…