ନକଲି ସାମ୍ବାଦିକ : ଚତୁର୍ଥ ସ୍ତମ୍ଭରେ କଳଙ୍କ ବୋଲୁଛନ୍ତି କିଛି ଅନୁପ୍ରବେଶକାରୀ
ସମ୍ବଲପୁର/ ବ୍ୟୁରୋ ଚିଫ : ସାମ୍ବାଦିକ କିଏ, ଏହାର ମାନଦଣ୍ଡ କଣ? ଏହି ଡିଜିଟାଲ ଯୁଗରେ କିଏ ପ୍ରକୃତରେ ସାମ୍ବାଦିକ ଓ କିଏ ନକଲି ସାମ୍ବାଦିକ ଜାଣିପାରିବାଟା ଏକ ଜଟିଳ ପ୍ରଶ୍ନ। କେତେକ ନକଲି ଲୋକ ସାମ୍ବାଦିକ ପରିଚୟ ଦେଇ ବଟି ଆଦାୟ କରୁଥିବା ପରିଲକ୍ଷିତ ହୁଏ। ତେଣୁ ପ୍ରକୃତ ସାମ୍ବାଦିକ…