ଛାତ୍ର ବିଜେଡ଼ିର ସପ୍ତାହବ୍ୟାପୀ “ଜୀବନବିନ୍ଦୁ ” କାର୍ଯ୍ୟକ୍ରମ
ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ
ଭୁବନେଶ୍ବର : ସମଗ୍ର ଦେଶରେ କରୋନା ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର ପାଇଁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଛାତ୍ର ଜନତା ଦଳ “ଜୀବନ ବିନ୍ଦୁ”…