ଇଛାଶକ୍ତି ଥିଲେ ଗୋଟିଏ ଦିନରେ ହେବ କୋର୍ଟ
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପାଖଣ୍ଡର ପାଇକମାଲ ବ୍ଲକ ରେ ଗୋଟେ JMFC କୋର୍ଟ ହେବା ଘୋଷଣା ହୋଇ ସାରିଛି । ଏହି କୋର୍ଟ ପାଇଁ ମାନ୍ୟବର ଜିଲ୍ଲା ଜଜ ଏକାଧିକ ଥର ପାଇକମାଲ ଆସି ନୂତନ କୋର୍ଟ ପରିସର ତିଆରି ହେବା ପର୍ଯନ୍ତ ଅସ୍ଥାୟୀ ଭାବରେ କୋର୍ଟ କାର୍ଯ୍ୟ ପରିଚାଳନା କରିବା ପାଇଁ ପାଇକମାଲ…