ସାଧନା ଓ କଠିନ ପରିଶ୍ରମ ଶିଳ୍ପ ପ୍ରଗତିର ମୂଳମନ୍ତ୍ର
ରୁଚି ଉଦ୍ୟୋଗର ୪୫ତମ ପ୍ରତିଷ୍ଠା ଦିବସ
କଟକ(ଶାସକ ପ୍ରଶାସକ) : ନିଜର କଠିନ ପରିଶ୍ରମ ଓ ସାଧନା ଜରିଆରେ ଆଜି ରୁଚି ଉଦ୍ୟୋଗ ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଛି । ଏହା ପଛରେ ରହିଛି କୋଟି କୋଟି ଓଡ଼ିଆଙ୍କ ସ୍ନେହ ଶ୍ରଦ୍ଧା ଓ ଆଶୀର୍ବାଦ । ତେଣୁ ସଫଳତା ପଛର ଏଇ ମଣିଷମାନଙ୍କ ପାଇଁ ସେବା…