ବିଦ୍ୟୁତ  ତାରରେ ଲାଗି ଭାଲୁର ମୃତ୍ୟୁ

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ବାଟଗାଁ ଫରେଷ୍ଟ ସେକ୍ସନର ବିନ୍ଦପୁର ଗ୍ରାମ ରୁ ସୋମବାର ସକାଳୁ ଏକ ମୃତ ଭାଲୁକୁ ବନବିଭାଗ ଉଦ୍ଧାର କରିଛି । ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଭାଲୁଟିର ମୃତ୍ୟୁ ଘଟିଥିବା ଜଣାପଡିଛି ।ମିଳିଥିବା…

ଶ୍ୟାମମେଟାଲିକ୍ସରୁ ଓଭରଲୋଡ଼ିଂ ବନ୍ଦ ପାଇଁ ରେଙ୍ଗାଲି ଆଞ୍ଚଳିକ ଟ୍ରକ ମାଲିକଙ୍କ  ଦାବୀ l

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ରେଙ୍ଗାଲି ସ୍ଥିତ ଶ୍ୟାମମେଟାଲିକ୍ସ ରୁ ଓଭରଲୋଡ଼ିଂ ବନ୍ଦ ଏବଂ ବର୍ଦ୍ଧିତ ଡିଜେଲ ଦର ରେ ଭଡା ସ୍ଥିର କରିବା ପାଇଁ ରେଙ୍ଗାଲି ଆଞ୍ଚଳିକ  ଟ୍ରକ ମାଲିକ ମାନେ  ଦାବୀ କରିଛନ୍ତି l ଏନେଇ ଟ୍ରକ ମାଲିକାନଙ୍କ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା…

ସମ୍ବଲପୁରରେ ପୁଣି ୪ କରୋନା ପଜିଟିଭ୍‌ ଚିହ୍ନଟ, ୫୪ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା l 

ସମ୍ବଲପୁର- 30-06-2020 (ରମାକାନ୍ତ ବିଶ୍ବାଳ ) : ଆଜି ସମ୍ବଲପୁର ରେ ପୁଣି  ୪ ଜଣ   କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ  ଜମନକିରା ରୁ ୨ ଜଣ, ମହାନଗର ନିଗମ ଅଂଚଳରୁ ଜଣେ  ଏବଂ ଜଣେ ରେଢ଼ାଖୋଲ ରୁ ଚି଼ହ୍ନଟ ହୋଇଛନ୍ତି l…

ହ୍ଵାଟ୍ସଆପରେ “ଚାଷ” : କୃଷକ ସଶକ୍ତିକରଣ ଦିଗରେ ବଳିଷ୍ଠ ପଦକ୍ଷେପ

http://www.youtube.com/watch?v=_iOwXRlvOSo ଭୁବନେଶ୍ୱର : ଓଡିଶା ଗୋଟେ କୃଷି ପ୍ରଧାନ ରାଜ୍ୟ । ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ନେଉଛନ୍ତି ଅନେକ ପଦକ୍ଷେପ । ସରକାରଙ୍କ ସୂଚନା ଅନୁଯାୟୀ ଧାନ ଚାଉଳ ଉତ୍ପାଦନ ଓଡିଶା ବଳକା ରାଜ୍ୟ ହୋଇଥିବା ବେଳେ ପନିପରିବା, ଫଳ ତଥା ଡାଲିଜାତୀୟ…

ଖୋଲିବ ମଦ ଦୋକାନ , ସକାଳ 7ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ

ଭୁବନେଶ୍ୱର : ଆଜିଠାରୁ ଠିପି ବନ୍ଦ ମଦ ଦୋକାନ ଖୋଲିବ । ସକାଳ 7ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଗ୍ରାହକ ସିଧା ସଳଖ ଦୋକାନରୁ ପାଇବେ ମଦ । ଅବକାରୀ ବିଭାଗ ନେଲା ନିଷ୍ପତ୍ତି । ଅନଲାଇନ ମଦ ବିକ୍ରି ବି ଜାରି ରହିବ । ଦେଶୀ ମଦ ଉପରୁ 3 ମାସର ଓ ଦେଶୀ ମଦ ଉପରୁ 2 ମାସର ଟିକସ ଛାଡ଼ ହେବ ।  

ଆଜି ବି ଡବଲ ସେଞ୍ଚୁରୀ , ଦୁଇଜଣଙ୍କ ଦେହାନ୍ତ : ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୭୦୦୦

 ଭୁବନେଶ୍ୱର : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୦୬  କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ ୧୯୨  ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ଯୋଇଥିବା ବେଳେ ୧୪  ଜଣ ଚିହ୍ନଟ ହୋଇଛନ୍ତି ସାଧାରଣ ଅଂଚଳରୁ | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ବାରାମୂଳା ନୌଗାମ ସେକ୍ଟରରେ ଉତ୍ତେଜନା 

ନୂଆଦିଲ୍ଲୀ(ଏଜେନ୍ସି)  ପାକିସ୍ଥାନ ଉଲ୍ଲଙ୍ଘନ କରିଛି ଯୁଦ୍ଧବିରତି | ଆଜି ଭୋର ସମୟରେ ବାରାମୁଳା ନୌଗାମ ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ହୋଇଛି ଏହି ଉଲ୍ଲଂଘନ | ପାକଁ ସେନା ପକ୍ଷରଯୁ ଗୋଳା ବର୍ଷଣ, ଭାରତୀୟ ସେନାର ପାଲଟା ଉତ୍ତର |

କେନ୍ଦ୍ରରୁ ଫେରିବା ପରେ ସତ୍ୟବ୍ରତଙ୍କୁ ଏମଏସଏମଇ 

ଭୁବନେଶ୍ୱର (ଶାସକ ପ୍ରଶାସକ)  କେନ୍ଦ୍ରୀୟ ଡେପୁଟେସନ ସାରି ଫେରିଥିବା ବରିଷ୍ଠ  ଆଇଏଏସ୍‌ ଅଫିସର ସତ୍ୟବ୍ରତ ସାହୁଙ୍କୁ ରାଜ୍ୟ ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ(ଏମଏସଏମଇ) ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅବସ୍ଥାପିତ କରିଛନ୍ତି |  ଏହି ଦାୟିତ୍ୱଟି  ଆଇଏଏସ୍‌  ହେମନ୍ତ ଶର୍ମାଙ୍କ…

୫୯ଟି ଚାଇନିଜ ମୋବାଇଲ ଆପକୁ ଭାରତରେ ନିଷିଦ୍ଧ

ନୂଆଦିଲ୍ଲୀ : ଗୁଇନ୍ଦା ବିଭାଗ ତଥ୍ୟକୁ ଆଧାରକରି ଭାରତ  ସରକାର ଟିକଟକ ସମେତ ମୋଟ ୫୯ଟି ଚାଇନିଜ ମୋବାଇଲ ଆପକୁ ଭାରତରେ ନିଷିଦ୍ଧ କରିଛନ୍ତି | ସେଗୁଡିକ ମଧ୍ୟରେ ଟିକଟକ, ଜୁମ,ସେୟାରଇଟ,ୟୁସି ବ୍ରାଉଜର, ଜେଣ୍ଡର, ୱେଇବୋ, ୟୁସି ନ୍ୟୁଜ, କ୍ଲବ ଫାକ୍ଟ୍ରି, ହେଲୋ, ନ୍ୟୁଜଡଗ, କାମ ସ୍କାନର, ଡିୟୁ…