ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଗରିବ ଓଡିଆଙ୍କ ପାଇଁ ସଂଜିବନୀ:ସମୀର ମହାନ୍ତି

ଦେଶର ୮୦ କୋଟିରୁ ଉର୍ଧ୍ଵ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବା ପ୍ରସଙ୍ଗ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟସଭାପତି ଭୁବନେଶ୍ୱର,(ଶାସକ ପ୍ରଶାସକ) : ଗରିବ, କୃଷକ ଏବଂ ଶ୍ରମିକ ସମେତ ଦେଶର ୮୦…

ସରକାରଙ୍କର ଜନବିରୋଧୀ ପେଟ୍ରୋଲ୍ ଏବଂ ଡିଜେଲ ଦର ବୃଦ୍ଧି ବିରୁଦ୍ଧରେ ଆମ୍ ଆଦମୀ  ପାର୍ଟିର ରାଜ୍ୟବ୍ୟାପି ବିକ୍ଷୋଭ ।

ଭୁବନେଶ୍ୱର (ଶାସକ ପ୍ରଶାସକ) : ସରକାରଙ୍କର ଜନବିରୋଧୀ ପେଟ୍ରୋଲ୍ ଏବଂ ଡିଜେଲ ଦର ବୃଦ୍ଧି ବିରୁଦ୍ଧରେ ଆମ୍ ଆଦମୀ ପାର୍ଟିର ରାଜ୍ୟବ୍ୟାପି ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କେନ୍ଦ୍ର ସରକାର କରୋନା ମହାମାରୀ ନାମରେ ତୈଳ ଦର ଅହେତୁକ ଭାବରେ ବଢ଼ାଇ…

୭୧ ତମ ବନମହୋତ୍ସବ  ସପ୍ତାହ ଉଦ୍ଘାଟିତ

ନୂଆପଡା(ଅମିତ ପୁରୋହିତ) ; ଜଙ୍ଗଲ ଓ ପରିବେଶ ବିଭାଗ ଓଡିଶା ସରକାରଙ୍କ ତରଫରୁ ଆଜି ୭୧ତମ ବନ ମହୋସôବ ସପ୍ତାହ ପାଳନ ଉଦ୍ଘାଟିତ ହୋଇଯାଇଛି । ଖଡିଆଳ ବନଖଣ୍ଡ ନୂଆପଡା ଜିଲ୍ଲା ସୈାଜନ୍ୟରେ ସ୍ଥାନୀୟ ଏକତା ଛକ ଠାରେ ଏକ ସଭାର ଆୟୋଜନ ହୋଇଥିଲା । ଏସ୍ ସି ଏଫ୍ ଜୟରାମ ଶବର ଙ୍କ ଅଧ୍ୟକ୍ଷତାରେ …

ପ୍ରାଣୀ ସମ୍ପଦ ମାଧ୍ୟମରେ ଚାଷୀମାନଙ୍କ ଆୟ ବୃଦ୍ଧି କରାଯାଇ ପାରିବ:  ମନ୍ତ୍ରୀ ଡଃ ସାହୁ

କୋଭିଡ-୧୯ ପରିସ୍ଥିତିରେ କୁକୁଡ଼ା ଚାଷ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଛି ଆତ୍ମନିର୍ଭରଶୀଳତା ପାଇଁ ବାରି ଅଗଣାରେ କୁକୁଡ଼ା ପାଳନକୁ ଗ୍ରାମାଞ୍ଚଳ ପ୍ରୋତ୍ସାହନ ଦେବାକୁ ମନ୍ତ୍ରୀଙ୍କ ପରାମର୍ଶ   ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆବେଦନକାରି ଉଦ୍ୟୋଗୀଙ୍କୁ…

 “ଏମ୍ଏସ୍ଏମ୍ଇ ଚଳଚଞ୍ଚଳ ହେଲେ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି ହେବ”

ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ଗଜପତି ଓ ସୁବର୍ଣ୍ଣପୁର ଜିଲ୍ଲା ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଋଣ ପ୍ରଦାନରେ ପଛୁଆ କେତେକ ଘରୋଇ ବ୍ୟାଙ୍କ ଋଣ ପ୍ରଦାନ କ୍ଷେତ୍ରରେ  ପ୍ରଦର୍ଶନ କରୁଛନ୍ତି ଟାଳଟୁଳ ନୀତି  ଆବଶ୍ୟକ ସ୍ଥଳେ ୟୁନିଟ୍ ସ୍ଥଳକୁ ଗସ୍ତ କରି ଋଣ ପ୍ରଦାନ ପାଇଁ ପଦକ୍ଷେପ…

ବାହ୍ୟ ସଂକ୍ରମଣକୁ ରୋକିବାକୁ ଅଂଟା ଭିଡ଼ିଲା ପ୍ରଶାସନ

୨ୟ ଦଫାରେ ସୁନାମୁହିଁ ଓ କୁରାଳରୁ ୧୩୨ ସ୍ୱାବ ସଂଗ୍ରହ ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ ସୁନାମୁହିଁ ଅଂଚଳରୁ ଜଣେ ବାହ୍ୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆଉ ୧୧ଜଣ ବାହ୍ୟ ସଂକ୍ରମିତ ଜଣା ପଡିବା ପରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଏହାକୁ ରୋକିବା ପାଇଁ ଅଧିକ ସକ୍ରିୟ ହୋଇଥିବା…

ସୁନାବେଶରେ ଝଲସିଲେ ତିନି ଠାକୁର , ଅପୂର୍ବ ଏ ବେଶ ରାଜ ରାଜେଶ୍ୱର 

ସୁନାବେଶରେ ଝଲସିଲେ ତିନି ଠାକୁର , ଅପୂର୍ବ ଏ ବେଶ ରାଜ ରାଜେଶ୍ୱର |  ରାଜାରାଜେଶ୍ୱର ବେଶରେ ସଜେଇ ହୋଇ  କାଳିଆ ଠାକୁର, ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରା ଦିସିଥିଲେ ଦିବ୍ୟ   | ନବଦିନ ଲୀଳା ଶେଷ କରି ଶ୍ରୀମନ୍ଦିର ଆଦରେ ରଥରେ ବିଜେ ହୋଇଥିବା କାଳିଆ ଠାକୁରଙ୍କର ଏ ମନଲୋଭା  ସୁନାବେଶ  |…

4 ଦିନର ରିମାଣ୍ଡରେ ଗଲେ ବିରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଅଭିଯୁକ୍ତ ଆନନ୍ଦ ମାଝୀ ।

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : 4 ଦିନର ରିମାଣ୍ଡ ରେ ଗଲେ ବିରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଅଭିଯୁକ୍ତ ପୋଲିସ ଅଧିକାରୀ ଆନନ୍ଦ ମାଝୀ । ସୁନ୍ଦରଗଡ଼ ପସ୍କୋ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ତାଙ୍କୁ କ୍ରାଇମବ୍ରାଞ୍ଚର ଅନୁରୋଧ କ୍ରମେ  ରିମାଣ୍ଡରେ…

ସନ୍ଧ୍ୟା ୭ରୁ ସକାଳ ୫ ପର୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁ ; ଅନଲକ୍-୨ ନେଇ ଜାରି ହେଲା ନୂତନ ମାର୍ଗଦର୍ଶୀକା

ମୟୂରଭଞ୍ଜରେ ହେବ ସାପ୍ତାହିକ ସଟ୍ଡାଉନ, ଜୁଲାଇ ମାସରେ ଶନିବାର ରବିବାର ସଟ୍ଡାଉନ ସକାଳ ୭ରୁ ସନ୍ଧ୍ୟା ୬ ପର୍ୟ୍ୟନ୍ତ ଖୋଲିପାରିବ ବ୍ୟାବସାୟିକ ପ୍ରତିଷ୍ଠାନ ଜୁଲାଇ ୩୧ ପର୍ୟ୍ୟନ୍ତ ଖୋଲିବନି ଧାର୍ମିକ ସ୍ଥଳ,  ଅଗଷ୍ଟ ୩୧ ପର୍ୟ୍ୟନ୍ତ ଜିଲ୍ଲାରେ ବନ୍ଦ ରହିବ…

ରାସ୍ତା ଦୁର୍ଘଟଣାରେ ଯୁବକ ମୃତ ସହଯୋଗ ହାତ ବଢ଼େଇଲେ ସ୍ବେଚ୍ଛାସେବୀ ସଙ୍ଗଠନ ଫ୍ରେଣ୍ଡ ଫର ଫାଉଣ୍ଡେସନ

 ହାଟଡିହି (ଶାସକ ପ୍ରଶାସକ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶାଳଣିଆଁଁ ପଞ୍ଚାୟତସ୍ଥିତ ଏଲକଣିଆ ଗାଁରେ ଘଟିଯାଇଛି ଏକ ଅଭାବନୀୟ ମୃତ୍ୟ ଘଟଣା । ସୂଚନା ପାଇଁ ଫ୍ରେଣ୍ଡ ଫର ଫାଉଣ୍ଡେସନ ତରଫରୁ ପକ୍ଷରୁ ସମସ୍ତ ସକ୍ରିୟ ସଦସ୍ୟ ମାନଙ୍କ ଦ୍ଵାରା ସହଯୋଗ କରାଯାଇଛି। କଳିଗାଁ ପଞ୍ଚାୟତ ଶାଳକଣିଆ…