ରେଜିଷ୍ଟ୍ରେସନର ଏକା ଦିନରେ ପଟ୍ଟା, ମାତ୍ର କେଇ ଘଂଟାରେ
ପାଇକମାଳ (ଶାସକ ପ୍ରଶାସକ) : ସମୟ ପରିବର୍ତ୍ତନଶୀଳ। ଏହା ସହ ତାଳ ଦେଇ ଦିନକୁ ଦିନ ପ୍ରଶାସନିକ କାର୍ଯ୍ୟ ମଧ୍ୟ ପରିବର୍ତ୍ତିତ ହେଉଛି। ଦିନ ଥିଲା ରେଜିଷ୍ଟ୍ରି ଭୁକ୍ତ ଜମି ପଟ୍ଟା ପାଇବା ପାଇଁ ଲୋକଙ୍କୁ ଧାଇଁ ଧାଇଁ ନୟାନ୍ତ ହେବାକୁ ପଡୁଥିଲା। ହେଲେ ଆଜି ବରଗଡ଼ ଜିଲ୍ଲା ପାଇକମାଲ ତହସିଲଦାର…