ବନ ମହୋତ୍ସବ ସପ୍ତାହ ପାଳିତ: ପନ୍ତିଖାରୀ ସହିତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ ପନ୍ତିଖାରୀ ନୀଳକଣ୍ଠେଶ୍ୱର କ୍ଳବ ଆନୁକୁଲ୍ୟରେ ମନ୍ଦିର ନିକଟ ରାସ୍ତାର ଉଭୟ ପାର୍ଶ୍ୱରେ କ୍ଲବର ସଭ୍ୟମାନେ ମିଳିତ ହୋଇ ଶତାଧିକ ବୃକ୍ଷ ରୋପଣ କରିଥିଲେ । ସ୍ଥାନୀୟ ବନାଂଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡା ଯୋଗଦେଇ ବୃକ୍ଷହିଁ ଜୀବନ…