ଉଇକ ଏଣ୍ଡ ଲକ ଡାଉନରେ ବି ଲୋକଙ୍କ ପାଖରେ ମନ୍ତ୍ରୀ ଅରୁଣ
ଭର୍ଚ୍ୟୁଆଲ ମାଧ୍ୟମରେ ବୁଝିଲେ ନର୍ବାଚନମଣ୍ଡଳୀ ସମସ୍ୟା
ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ କରୋନା ଏବେ ତାହାର କାୟା ବୃଦ୍ଧି କରି ଚାଲିଥିବା ବେଳେ ନୟାଗଡରେ ବି ତାହାର ପ୍ରଭାବ ପରିଲକ୍ଷିତ ହେଲାଣି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରୋନାର ମୁକାବିଲା ରାଜ୍ୟରେ ସଫଳ ଭାବେ…