ତୈଳବୃଦ୍ଧିକୁ ନେଇ ବ୍ରଜରାଜନଗରରେ ତେଜିଲା ଆନ୍ଦୋଳନ
କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କଲାକଂଗ୍ରେସ।
ଝାରସୁଗୁଡ଼ା :(ସୁବାଷ ସହାରେ) -ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ପେଟ୍ରୋଲିୟମ ତେଲର ଦରହ୍ରାସ ହୋଇଥିବା ସତ୍ତ୍ୱେ, ଭାରତରେ ପେଟ୍ରୋଲ ଓ ଡିଜେଲର ଦର ଆକାଶଛୁଆଁ ହେବା ବିରୋଧରେ ଆଜି ବ୍ରଜରାଜନଗର…