ଅନ୍ଧାରର ଫାଇଦାରେ ବଢୁଛି ଅସାମାଜିକ କାର୍ଯ୍ୟକଳାପ
ଗାଁ ସାରା ଷ୍ଟ୍ରିଟ ଲାଇଟ ଏବଂ ସିସିଟିଭି ଲଗେଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ପାଇକମାଲ (ଶାସକ ପ୍ରଶାସକ): ଗାଁରେ ବଢୁଥିବା ଅସାମାଜିକ କାର୍ଯ୍ୟକଳାପକୁ ପ୍ରତିହତ କରିବା ନିମନ୍ତେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରୀ ଗ୍ରାମର ବଜାର ଛକରୁ ହରିଜନ ପଡ଼ା ପର୍ଯ୍ୟନ୍ତ ସବୁଯାଗାରେ ଷ୍ଟ୍ରିଟ…