ବର୍ତ୍ତମାନ ‘ସୂଚନା ମହାମାରୀ’ ବା ଇନଫୋଡେମିକ ଦେଖାଦେଇଛି : ତଥାଗତ
ପିଆଇବି ପକ୍ଷରୁ କୋଭିଡ-19 ପରିଚାଳନାରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ୱେବିନାର ଆୟୋଜିତ
ବର୍ତ୍ତମାନର ସଙ୍କଟପୂର୍ଣ୍ଣ ସମୟରେ ମିଥ୍ୟା ଖବର ବ୍ୟାପକ ପ୍ରସାରଣ ହେଉଥିବାରୁ ଗଣମାଧ୍ୟମ ଦାୟିତ୍ୱସମ୍ପନ୍ନ ହୋଇ ଖବର ପରିବେଷଣ କରିବା : ପିଆଇବି ଏଡିଜି
ଡିଜିଟାଲ ଗଣମାଧ୍ୟମରେ…